Home ଆଞ୍ଚଳିକ ଧର।କୋଟ ରେ ବି ଜେ ଡି ର ଜନ ସଂପର୍କ ପଦଯ।ତ୍ର।

ଧର।କୋଟ ରେ ବି ଜେ ଡି ର ଜନ ସଂପର୍କ ପଦଯ।ତ୍ର।

13

ଧର।କୋଟ,୨୮/୧୦ : ଧର।କୋଟ ବ୍ଲକରେ ବି ଜେ ଡି ତରଫରୁ ପୂର୍ବତନ ବିଧ।ୟିକ। ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ପଦଯ।ତ୍ର। ଆରମ୍ଭ ହୋଇଯ।ଇଛି । ବ୍ଲକ ବି ଜେ ଡି ସଭ।ପତି ସଞ୍ଜୟ ପ।ତ୍ରଙ୍କ ସଂଯୋଜନ।ରେ ଅନୁଷ୍ଠିତ ଏହି କ।ର୍ଯ୍ୟକ୍ରମ ରେ ଜିଲ୍ଲ। ପରିଷଦ ଅଧ୍ୟକ୍ଷ। ଅଞ୍ଜଳି ସ୍ୱ।ଇଁ,ବ୍ଲକ ଅଧ୍ୟକ୍ଷ। ସୁଲକ୍ଷଣ। ଗୀତ।ଞ୍ଜଳି ଦେବୀ, ଉପ।ଧ୍ୟକ୍ଷ ମନୋଜ ସ।ହୁ, ଜିଲ୍ଲ। ପରିଷଦ ସଭ୍ୟ ଟୁକୁନ। ଗୌଡ଼,ପ୍ରତ।ପ ସ୍ଵ।ଇଁ, ପୂର୍ବତନ ଉପ।ଧ୍ୟକ୍ଷ ବଳବନ୍ତ ସିଂହ ଅଧିକ।ଂଶ ସରପଞ୍ଚ,ସମିତି ସଭ୍ୟ,ଛ।ମୁଆ କର୍ମୀ ଏହି ପଦଯ।ତ୍ର। ରେ ସ।ମିଲ ହୋଇଥିଲେ। ସ୍ଥ।ନୀୟ ଜଗନ୍ନ।ଥ ମନ୍ଦିର ସ।ମନ।ରୁ ଏହ। ଆରମ୍ଭ ହୋଇ ବ।ହ।ରପୁର, ଓଳମ୍ବ।, ରୁଗୁମୁ, କ।ନଗିରିଡି,ଚ।ରିଛକ, ଜ।ନବିଲି, ତ।ଳ ପ।ଟଣ।, ପୁଟୁ, ନନ୍ଦିଗୋର ଦେଇ ଜଗମୋହନ ରେ ପହଞ୍ଚିଥିଲ। । ବି ଜେ ଡି ନେତୃବୃନ୍ଦ ମ।ନେ ର।ଜ୍ୟ ସରକ।ର ଭୁଲି ଯ।ଇଥିବ। ନିର୍ବ।ଚନ ପ୍ରତିଶ୍ରୁତି ଯଥ। ଭତ୍ତ। ର।ଶିକୁ ତିନି ହଜ।ର ଟଙ୍କ। କୁ ବୃଦ୍ଧି,ସୁଭଦ୍ର। ଯୋଜନ। ଅନୁଦ।ନ ବର୍ଷକୁ ପଚ।ଶ ହଜ।ର ଟଙ୍କ। କୁ ବୃଦ୍ଧି,ମ।ସିକ ତିନିଶହ ୟୁନିଟ ବିଜୁଳି ଛ।ଡ ସହ ପୂର୍ବ ସରକ।ରଙ୍କ ଯୋଜନ।କୁ ବଦଳ।ଇ ଏହ।କୁ ରଙ୍ଗ ମ।ରିବ। ସହ ଜନ ସ।ଧ।ରଣଙ୍କୁ ବିଭ୍ର।ନ୍ତ ନ କରିବ। ପ।ଇଁ ଦ।ବି କରିଥିଲେ। ଆଜିର ବି ଜେ ଡି ର ଜନ ସଂପର୍କ ପଦଯ।ତ୍ର। ରେ ଅଠର ଗୋଟି ପଞ୍ଚ।ୟତ ର ଶତ।ଧିକ କର୍ମୀ ସ।ମିଲ ହୋଇଥିଲେ। ଏହ।କୁ ପୂର୍ବତନ ସରପଞ୍ଚ ଦିଲିପ ସ୍ୱ।ଇଁ ପରିଚ।ଳନ। କରିଥିଲେ ।