
ପୁରୁଷୋତ୍ତମପୁର,22/10 : ପୁରୁଷୋତ୍ତମପୁର,ବ୍ଲକ ଅନ୍ତର୍ଗତ ଅଢେଇବର ଗ୍ରାମରେପ୍ରତିବର୍ଷ ଭଳିଏବର୍ଷମଧ୍ୟଗାଁରକଳା ସଂସ୍କୃତିକୁବଞ୍ଚେଇରଖିବା ଉଦେଶ୍ୟ ରେ ଯୁବକ ମାନଙ୍କ ନେତୃତ୍ୱ ରେ ଆରମ୍ଭକରାଯାଇ ଥିଲାରାମାୟଣ ନାଟକ | କିଛି ମାସର ରିହାଲସଲ ପରେ ଆଜି ତାର ଶୁଭଉଦଘାଟନ କରିଥିଲେ ବ୍ୟବସାୟୀ ତଥା ସମାଜସେବି ନିର୍ମଳ ଚନ୍ଦ୍ର ସାହୁ |ଏହି କାର୍ଯ୍ୟକ୍ରମରେ ପାଣ୍ଡିଆସମିତି ସଭ୍ୟ ସିମାଞ୍ଚକ ଗୌଡ଼,ଭାଟକୁମାରଦାସମିତି ସଭ୍ୟକୋରାନାଥସ୍ୱାଇଁ,ନୁଆ ଙ୍ଗା ସରପଞ୍ଚ,ଯାମୁନି ସରପଞ୍ଚ ଇନ୍ଦ୍ରଜିତ ନାୟକ, ଗାଙ୍ଗଦହଣି ସମିତି ସଭ୍ୟଦିବାକର ସାହୁ, ଶିକୁଳୀସମିତିସଭ୍ୟକୁମୁଦ ବେହେରା,ସମାଜସେବି ଜଗତପଣ୍ଡା,ତାପସବେହେରା, ଙ୍କସହିତ ଅଢେଇ ବରର ଗ୍ରାମ ବାସୀ, ଯୁବ ଗୋଷ୍ଟି ଉପସ୍ଥିତ ଥିଲେ |






