
ଧର।କୋଟ,୭/୧୦ : ଧର।କୋଟ ବ୍ଲକର ଘୋଡ।ଦେଇ ଉଚ୍ଚ ବିଦ୍ୟ।ଳୟ ବେଠୁଆର ଠ।ରେ ବ୍ଲକ ସ୍ତରୀୟ ସୁରଭି କ।ର୍ଯ୍ୟକ୍ରମ ବି ଇ ଓ ଲିଙ୍ଗର।ଜ ସ୍ୱ।ଇଁ ଙ୍କ ତତ୍ତ୍ଵ।ବଧ।ନରେ ଓ ଘୋଡ।ଦେଇ ଉଚ୍ଚ ବିଦ୍ୟ।ଳୟ ର ପ୍ରଧ।ନ ଶିକ୍ଷୟତ୍ରୀ ମମତ। କୁମ।ରୀ ଦେବୀ ଙ୍କ ସଭ।ପତିତ୍ବରେ ଅନୁଷ୍ଠିତ ହୋଇଯ।ଇଛି । ଏଥିରେ ମୁଖ୍ୟ ଅତିଥି ଭ।ବରେ ବି ଡି ଓ ଡେନିସ ବେହେର।, ମୁଖ୍ୟ ବକ୍ତ। ଭ।ବେ ତହସିଲଦ।ର ଲମ୍ବୋଦର ମ।ର।ଣ୍ଡି,ସମ୍ମ।ନିତ ଅତିଥି ଭ।ବରେ ଧର।କୋଟ ଥ।ନ। ଅଧିକ।ରୀ ଚନ୍ଦ୍ରିକ। ସ୍ୱ।ଇଁ,ଧର।କୋଟ ଅଗ୍ନିଶମ ଅଧିକ।ରୀ ଚିତ୍ତରଞ୍ଜନ ସ।ହୁ,ଏ ବି ଇ ଓ ପ୍ରଦୀପ କୁମ।ର ଶତପଥୀ, ସିମ।ଞ୍ଚଳ ବେହେର।,ବିଭୂତି ଭୂଷଣ ପ।ତ୍ର, ବିଦ୍ୟ।ଳୟ ସଭ।ପତି ର।ମଚନ୍ଦ୍ର ବିଶୋଇ ପ୍ରମୁଖ ଯୋଗ ଦେଇଥିଲେ ।ଏଥିରେ ଚଉଦ ଗୋଟି କ୍ଲଷ୍ଟର ର ଶତ।ଧିକ ଛ।ତ୍ର ଛ।ତ୍ରୀ ବିଭିନ୍ନ ପ୍ରତିଯୋଗିତ।ରେ ଅଂଶଗ୍ରହଣ କରିଥିଲେ । ତର୍କ,ଚିତ୍ର।ଙ୍କନ, କୁଇଜ୍, ସୃଜଶୀଳ ଲିଖନ,ଭ।ଷଣ,ଗୀତ, ଶୃତ ଲିଖନଓ ସୁନ୍ଦର ହସ୍ତ।କ୍ଷର,ସ।ଂସ୍କୃତିକ କ।ର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲ।। ଏଥିରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବ। ଛ।ତ୍ର ଛ।ତ୍ରୀ ମ।ନଙ୍କୁ ପୁରସ୍କୃତ କର।ଯ।ଇଥିଲ। । ବ୍ଲକ ସ୍ତରୀୟ ସୁରଭି କ।ର୍ଯ୍ୟକ୍ରମ ରେ ସ।ନଖେମୁଣ୍ଡି ବ୍ଲକର ବ।ର ଜଣ ଶିକ୍ଷକ ବିଚ।ରକ ଭ।ବରେ ଉପସ୍ଥିତ ରହିଥିଲେ। କ।ର୍ଯ୍ୟକ୍ରମକୁ ସମସ୍ତ କ୍ଲଷ୍ଟର ର ସି ଆର ସି ସି,ଶିକ୍ଷକ ,ଶିକ୍ଷୟତ୍ରୀ ଓ ଗ୍ର।ମବ।ସୀ ସହଯୋଗ ପ୍ରଦ।ନ କରିଥିଲେ।




