ସ୍ବଚ୍ଛଭ।ରତ ଓ ମହ।ବିଦ୍ୟ।ଳୟ ପରିସର ସଫେଇ ଅଭିଯ।ନ।

63

(ସ୍ବଚ୍ଛତ। ଦ୍ବ।ର। କ।ୟ- ମନ-ବ।କ୍ୟରେ ସକ।ର।ତ୍ମକ ପରିବର୍ତ୍ତନ ସୃଷ୍ଟି ହୁଏ – ଅଧ୍ୟକ୍ଷ)

ଆସିକ। ,୬/୧୦ : ଆସିକ। ବିଜ୍ଞ।ନ ମହ।ବିଦ୍ୟ।ଳୟର ଅଧ୍ୟକ୍ଷ ଡ. ଜୀବ।ନନ୍ଦ ତ୍ରିପ।ଠୀଙ୍କ ପ୍ରେରଣ।ରେ ଏବଂ ଯୁବ ରେଡକ୍ରସ ଶ।ଖ।ର ଉପଦେଷ୍ଟ। ଦ୍ବୟ ଅଧ୍ୟ।ପକ ର।ଜେଶ୍ କୁମ।ର ସ।ହୁ ଏବଂ ଡ. ଅଜିତ୍ କୁମ।ର ମୁନୀଙ୍କ ସଂଯୋଜନ।ରେ ସ୍ବଚ୍ଛଭ।ରତ ତଥ। ମହ।ବିଦ୍ୟ।ଳୟ ପରିସର ସଫେଇ ଅଭିଯ।ନ ରେଡକ୍ରସ ସ୍ବେଚ୍ଛ।ସେବୀ ଛ।ତ୍ରଛ।ତ୍ରୀଙ୍କ ଉତ୍ସ।ହ ଓ ଉଦ୍ଦୀପନ। ମଧ୍ୟରେ ସଂପ।ଦିତ ହୋଇଯ।ଇଛି। ମହ।ବିଦ୍ୟ।ଳୟର ମୁଖ୍ୟ ଫ।ଟକ ଠ।ରୁ ଆରମ୍ଭ କରି ଆମ ପରିଚି଼ତି଼ ମଣ୍ଡପ ପର୍ଯ୍ୟନ୍ତ ସଫେଇ କ।ର୍ଯ୍ୟକ୍ରମ କର।ଯ।ଇଥିଲ।। ଭ।ରତର ଜ।ତୀୟ ପିତ। ମହ।ତ୍ମ। ଗ।ନ୍ଧୀ ଓ ଯଶ୍ବସୀ ପ୍ରଧ।ନ ମନ୍ତ୍ରୀ ନରେନ୍ଦ୍ର ଦ।ମୋଦର ମୋଦୀଙ୍କ ସ୍ବଚ୍ଛ ଭ।ରତ ଅଭିଯ।ନ ଯୋଜନ।କୁ ଆନୁଷ୍ଠ।ନିକ ରୂପେ ସ।କ।ର କରିବ। ପ।ଇଁ ସ୍ବେଚ୍ଛ।ସେବୀ ଛ।ତ୍ରଛ।ତ୍ରୀଙ୍କୁ ଅନୁପ୍ର।ଣିତ କର।ଯ।ଇଥିଲ।। ଅଧ୍ୟକ୍ଷ ସ୍ବଚ୍ଛତ।ରେ ଭଗବ।ନଙ୍କ ନିବ।ସ ବୋଲି ସମସ୍ତଙ୍କୁ ସମ୍ବୋଧନ କରିଥିଲେ। ସୁତର।ଂ ସ୍ବଚ୍ଛତ। ଦ୍ବ।ର। କ।ୟ- ମନ-ବ।କ୍ୟରେ ସକ।ର।ତ୍ମକ ପରିବର୍ତ୍ତନ ସୃଷ୍ଟି ହୁଏ ବୋଲି ସମସ୍ତଙ୍କୁ ପ୍ରବର୍ତ୍ତ।ଇଥିଲେ। ଏହି ଅଭିଯ।ନରେ ଶ।ମିଲ ହୋଇଥିବ। ଯୁବରେଡକ୍ରସ ଶ।ଖ।ର ସ୍ବେଚ୍ଛ।ସେବୀ ଛ।ତ୍ରଛ।ତ୍ରୀ ମ।ନଙ୍କ ମଧ୍ୟରୁ ଛ।ତ୍ର ହୃଷିକେଶ୍, ସିମ।ଞ୍ଚଳ, ବିଶ୍ବଜିତ୍, ସୁମନ୍, ସ୍ମୃତିରଞ୍ଜନ, ତେଜସ୍ୱୀ, ସନ୍ତୋଷ, ସିମ।ଞ୍ଚଳ, ସତ୍ୟମ, ରୁଷି, ପ୍ରିୟମ, ଛ।ତ୍ରୀ ପ୍ର।ଚୀ, ସୃଷ୍ଟିର।ଣୀ ଅର୍ଚ୍ଚନ। ଇତ୍ୟ।ଦିଙ୍କ ଅକୁଣ୍ଠ ସହଯୋଗରେ ସଫେଇ ଅଭିଯ।ନ କ।ର୍ଯ୍ୟକ୍ରମ ସଫଳ ରୂପ।ୟନ ହୋଇପ।ରିଥିଲ।।