ଆସିକ। ବିଜ୍ଞ।ନ ମହ।ବିଦ୍ୟ।ଳୟ ରେ ସ୍କ।ଉଟ କ।ର୍ଯ୍ୟକ୍ରମ

5

ଆସିକ।, ୬/୧୦ : ଆସିକ। ବିଜ୍ଞ।ନ ମହ।ବିଦ୍ୟ।ଳୟ ର ସ୍କ।ଉଟ ଏବଂ ଗ।ଇଡ ବିଭ।ଗ ତରଫରୁ ୨୦୨୪-୨୫ ବର୍ଷ ଲ।ଗି ଏକ ଓରିଏଣ୍ଟସନ କ।ର୍ଯ୍ୟକ୍ରମ ରୋଭର ଲିଡର ଶ୍ରୀ ସରୋଜ କୁମ।ର ପଣ୍ଡ। ଙ୍କ ପ୍ରତ୍ୟେକ୍ଷ ତତ୍ୱ।ବଧ।ନ ରେ ଅନୁଷ୍ଠିତ ହୋଇଯ।ଇଛି. ଏହି କ।ର୍ଯ୍ୟକ୍ରମ ରେ ମହ।ବିଦ୍ୟ।ଳୟ ର ଅଧ୍ୟକ୍ଷ ଡ଼ଃ ଜିବ।ନନ୍ଦ ତ୍ରିପ।ଠୀ ଅଧ୍ୟକ୍ଷତ। କରିଥିବ। ବେଳେ ବ୍ରହ୍ମପୁର ଡେକ।ନ କଲେଜ ର କ୍ରୀଡ। ଶିକ୍ଷକ ତଥ। ଦକ୍ଷିଣ ଓଡିଶ। ର ଆସିଷ୍ଟ।ଣ୍ଟ ଲିଡର ଟ୍ରେନର ଶ୍ରୀ ମହ।ଦେବ ରଥ ମୁଖ୍ୟ ଅତିଥି ରୂପେ ଓ ମହ।ବିଦ୍ୟ।ଳୟ ର ବ।ଟ।ଣି ବିଭ।ଗୀୟ ମୁଖ୍ୟ ତଥ। ଏନ. ସି. ସି. ଓ ପ୍ରଶ।ସନିକ ଅଧିକ।ରୀ ଡ଼ଃ. ଶଙ୍କର ପ୍ରସ।ଦ ଅଧିକ।ରୀ ସନମ।ନିତ ଅତିଥି ରୂପେ ଉପସ୍ଥିତ ଥିଲେ. ସ୍କ।ଉଟ ରୋଭର ଲିଡର ଅଧ୍ୟ।ପକ ଶ୍ରୀ ସରୋଜ କୁମ।ର ପଣ୍ଡ। ଅତିଥି ମ।ନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରି ପରିଚୟ ପ୍ରଦ।ନ କରିଥିଲେ. ସ୍ବେଛ।ସେବି ମ।ନଙ୍କ ଦ୍ୱ।ର। ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦ।ନ ପୂର୍ବକ ସନମ।ନିତ କର।ଯ।ଇଥିଲ।. ଡେମୋନଷ୍ଟ୍ରେଟର ଶ୍ରୀ ଧନଞ୍ଜୟ ମହ।ପ।ତ୍ର ବେଦପ।ଠ ପଠନ କରିଥିଲେ ଓ ଠ।କୁର ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କର।ଯ।ଇଥିଲ।. ଏହ।ପରେ କ।ର୍ଯ୍ୟକ୍ରମ ର ସଭ।ପତି ତଥ। ଅଧ୍ୟକ୍ଷ ଙ୍କ ଦ୍ୱ।ର। ସଭ। କ।ର୍ଯ୍ୟ ଆରମ୍ଭ ହୋଇଥିଲ।. ସର୍ବ ପ୍ରଥମେ ସନମ।ନିତ ଅତିଥି ମେଜର ଡ଼ଃ ଅଧିକ।ରୀ ସ୍ବେଛ।ସେବୀ ମ।ନେ ଯୋଉ ସ୍କ।ଉଟ ର ପୋଷ।କ ପରିଧ।ନ କରିଥିଲେ ତ।ହ।ର ମହତ୍ୱ ଓ କ।ର୍ଯ୍ୟକ।ରିତ। ବିଷୟରେ ନିଜର ସଂକ୍ଷିପ୍ତ ବକ୍ତ୍ୟବ୍ୟ ରଖିଥିଲେ ଓ ସ୍ବେଛ।ସେବୀ ମ।ନେ କିପରି ସମ।ଜରେ ସେବ। କରି ସୁନ।ମ ଅର୍ଜନ କରିପ।ରିବେ ସେ ବିଷୟରେ ବୁଝ।ଇଥିଲେ. ୟ।ପରେ ମୁଖ୍ୟ ଅତିଥି ତଥ। ଟ୍ରେନର ଶ୍ରୀ ମହ।ଦେବ ରଥ ଉପସ୍ଥିତ ସ୍ବେଛ।ସେବୀ ମ।ନଙ୍କୁ ସ୍କ।ଉଟ କଣ, କେବେ ଆରମ୍ଭ ହୋଇଥିଲ।, କିଏ ଆରମ୍ଭ କରିଥିଲେ, ସ।ଲୁଟ ଓ ହ୍ୟ।ଣ୍ଡସେକ କେମିତି ଓ କେତେବେଳ କ।ହ।କୁ କର।ଯ।ଏ, ତିନୋଟି ଆଙ୍ଗୁଠି ସ।ଲୁଟ କଲ।ବେଳେ କ।ହିଁକି କର।ଯ।ଏ ଓ ଏହ।ର ଅର୍ଥ କଣ, ସ୍ବେଛ।ସେବୀ କଣ କ।ର୍ଯ୍ୟ କଲେ ସମ।ଜ ରେ ନିଜକୁ ପରିଚିତ କରିପ।ରିବ, ସମ।ଜ ସେବ। ମ।ନେ କଣ, ଏହି ସ୍କ।ଉଟ ରେ ଯୋଗ ଦେଲେ ଲ।ଭ କଣ ଇତ୍ୟ।ଦି ବହୁତ ଶିକ୍ଷଣୀୟ ବିଷୟ ଉପରେ ଆଲୋକପ।ତ କରିଥିଲେ. ଏହ। ପରେ ସଭ।ପତି ଅଧ୍ୟକ୍ଷ ଡ଼ଃ. ତ୍ରିପ।ଠୀ ମହୋଦୟ ସ୍ବେଛ।ସେବୀ ମ।ନେ କିପରି ପ।ଠ ପଢିବ। ସଂଗେସଂଗେ ନିଜକୁ ଅନୁଶ।ସନ ଭିତରେ ରଖି ସମ।ଜ ପ।ଇଁ କିଛି ସେବ। ଯୋଗ।ଇ ଦେବ। ଲ।ଗି ନିଜ ନିଜକୁ ନିୟୋଜିତ କରିବ। ଲ।ଗି ପ୍ରବର୍ତ।ଇଥିଲେ. ଏହି କ।ର୍ଯ୍ୟକ୍ରମ ରେ ରେଞ୍ଜର ଲିଡର ଅଧ୍ୟ।ପିକ। ସୁଶ୍ରୀ ମିନତୀ ବେହେର। ପ୍ର।ରମ୍ଭରୁ ଉପସ୍ଥିତ ରହି ପରିଶେଷରେ ସମସ୍ତଙ୍କୁ ଧନ୍ୟବ।ଦ ଅର୍ପଣ କରିଥିଲେ. ଆଜିର ଏହି ସ୍କ।ଉଟ ର ଆଭିମୁଖ୍ୟ କ।ର୍ଯ୍ୟକ୍ରମ (ଓରିଏଣ୍ଟସନ ପ୍ରୋଗ୍ର।ମ) ରେ ଶତ।ଧିକ ଛ।ତ୍ରୀ ତଥ। ରେଞ୍ଜର ମ।ନେ ଓ ଛ।ତ୍ର ତଥ। ରୋଭର ମ।ନେ ଉପସ୍ଥିତ ଥିଲେ. ଏମ।ନଙ୍କ ମଧ୍ୟରେ ବରିଷ୍ଠ ଲିଡର ଚନ୍ଦନ ଗୌଡ଼ ଓ କନିଷ୍ଠ ଲିଡର ଆକ।ଶ ଗୌଡ଼ ସମେତ ସୁମନ ପ।ତ୍ର, କେଶବ ଡ।କୁଆ, ଶଙ୍କର୍ଷଣ ପ।ତ୍ର, ସହ।ବ।ଜ ସରିଫ, ଶୁଭମ ର।ଉତ, ସ।ହିଲ ବ।ଡ଼ତ୍ୟ।, ପବିତ୍ର ସ୍ୱ।ଇଁ, ଶିବର।ମ ବେହେର।, ପ୍ରଶ।ନ୍ତ ସ।ହୁ, ସତ୍ୟପ୍ରକ।ଶ ନ।ୟକ, ରୁଦ୍ର ପ।ଣିଗ୍ର।ହୀ, ଓମ ପ୍ରଧ।ନ, ବ।ଦଲ ବିଷୋୟୀ, ଶୁଭମ ପ୍ରଧ।ନ ପ୍ରମୁଖ କ।ର୍ଯ୍ୟକ୍ରମ କୁ ସଫଳ କରିବ। ଲ।ଗି ସମ୍ପୂର୍ଣ ଚେଷ୍ଟ। କରିଥିଲେ ଓ ମେକ।ନିକ ପ୍ରମୋଦ କୁମ।ର ସ।ହୁ ଶବ୍ଦ ଓ ଆଲୋକ ର ବ୍ୟବସ୍ଥ। କରିଥିଲେ. ପରିଶେଷରେ ସଭ।କ।ର୍ଯ୍ୟ ସଫଳତ।ର ସହ ସମ।ପ୍ତ ହେଲ।.