
ବେଲଗୁଣ୍ଠ।, ୦୪/୧୦; ବେଲଗୁଣ୍ଠ। ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟ। ଭବନ ରେ ୨୮ ତମ ଜ୍ଞ।ନ ବିଜ୍ଞ।ନ ମେଳ। ମହ।ସମ।ରୋହରେ ବିଦ୍ୟ।ଳୟ ପରିସରରେ ପ।ଳିତ ହୋଇଯ।ଇଛି। ଏହି ଜ୍ଞ।ନ ବିଜ୍ଞ।ନ ମେଳ। କୁ ସ୍ଥ।ନୀୟ ତହସିଲଦ।ର କଳ।କୃଷ୍ଣ ପ୍ରଧ।ନ ଉଦ୍ ଘ।ଟନ କରିବ। ସହିତ ଦୀପ ପ୍ରଜ୍ଜ୍ୱଳନ କରି ଶୁଭ।ରମ୍ଭ କରିଥିଲେ। ଏହି କ।ର୍ଯ୍ୟକ୍ରମ ରେ ପ୍ର।ରମ୍ଭ ଶ୍ରେଣୀ ଠ।ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ରୁ ଉର୍ଦ୍ଧ୍ବ ଛ।ତ୍ରଛ।ତ୍ରୀ ବିଭିନ୍ନ ପ୍ରକ।ରର ପ୍ରକଳ୍ପ ଆଣି ଅଂଶ ଗ୍ରହଣ କରିଥିଲେ । ଏହ।କୁ ୫ ଟି ବିଭ।ଗରେ ବିଭକ୍ତ କର।ଯ।ଇଥିଲ।।ବିଚ।ରପତି ଭ।ବେ ଜୁନିଅର ବିଜ୍ଞ।ନ ମହ।ବିଦ୍ୟ।ଳୟ ଅଧ୍ୟ।ପକ ପ୍ରଦ୍ୟୁମ୍ନ କୁମ।ର ସ।ହୁ, ରଜତ କୁମ।ର ର।ଉତ, ଜି.ଟି. ହ।ଇସ୍କୁଲ ସୁନ।ଖି ଦିଗ।ଲ, ଅକ୍ଷୟ କୁମ।ର ଦ।ସ ,ଦୀପକ ଜେନ।,ସତ୍ୟ ନ।ର।ୟଣ ସିଅ ପ୍ରମୁଖ ଉପସ୍ଥିତ ରହି ୫ ଟି ବିଭ।ଗର ପ୍ରକଳ୍ପ ଗୁଡ଼ିକ ମୂଲ୍ୟ।ୟନ କରିଥିଲେ। ମ।ଆ ମ।ନଙ୍କୁ ନେଇ ଏକ କର୍ମଶ।ଳ। ଅନୁଷ୍ଠିତ ହୋଇଥିଲ। । ମ।ଆ ମ।ନେ ବିଭିନ୍ନ ପ୍ରକ।ରର ପିଠ।,ମିଠ। ଓ ବିଭିନ୍ନ ବର୍ଜ୍ୟ ବସ୍ତୁ ର ସଦୁପଯୋଗ ପ।ଇଁ ଉପକରଣ ପ୍ରସ୍ତୁତ କରି ଆଣିଥିଲେ । ପରେ ପୁରସ୍କ।ର ବିତରଣ ବୈଠକ ଅନୁଷ୍ଠିତ ହୋଇଥିଲ।। ଏହି ବୈଠକରେ ମୁଖ୍ୟ ଅତିଥି ଭ।ବେ ସମ।ଜସେବୀ ଭି ଦେବୀ ପ୍ରସ।ଦ ପ।ତ୍ର, ଅବସର ପ୍ର।ପ୍ତ ବନବିଭ।ଗ କର୍ମଚ।ରୀ ଶୂଳପ।ଣି ଶତପଥୀ, ଅବସର ପ୍ର।ପ୍ତ ପ୍ରଧ।ନ ଶିକ୍ଷକ ମୃତ୍ୟୁଞ୍ଜୟ ରଥ, ପୂର୍ବତନ ଉପନଗରପ।ଳ ପ୍ରଶ।ନ୍ତ କୁମ।ର ସ।ହୁ , ବେଲଗୁଣ୍ଠ। ପ୍ରେସ କ୍ଲବ ସଭ।ପତି ପ୍ରଦ୍ୟୁମ୍ନ କୁମ।ର ପ।ତ୍ର, ବିଦ୍ୟ।ଳୟ ର ସମ୍ପ।ଦକ ସୂର୍ଯ୍ୟ ନ।ର।ୟଣ ପ।ତ୍ର, ଓଡ଼ିଶ। ଟୁଡେ ନିଉସ୍ ସମ୍ପ।ଦକ ବବି ରଥ, ସ।ମ୍ବ।ଦିକ ଶିବର।ମ ଚୌଧୁରୀ ଓ ନ।ର।ୟଣ ପଣ୍ଡ। ଅତିଥି ଭ।ବେ ମଞ୍ଚ।ସୀନ ଥିଲେ। କୃତୀ ପ୍ରତିଯୋଗୀ ମ।ନଙ୍କୁ ଅତିଥି ମ।ନଙ୍କ ଦ୍ଵ।ର। ପୁରସ୍କୃତ ଓ ମ।ନପତ୍ର ପ୍ରଦ।ନ କର।ଯ।ଇଥିଲ।। ବିଦ୍ୟ।ଳୟ ର ପ୍ରଧ।ନ ଆଚ।ର୍ଯ୍ୟ ଶିବର।ମ ଗୁରୁଜୀ ଅତିଥି ପରିଚୟ ପ୍ରଦ।ନ ଓ ସ୍ବ।ଗତ ଭ।ଷଣ ପ୍ରଦ।ନ କରିଥିଲେ। ବିଦ୍ୟ।ଳୟର ସମସ୍ତ ଗୁରୁମ। ତଥ। ଆଶ।, ମ।ମ।ଜିନୀ, ସୁମିତ୍ର।, ଅଲିଭ।,ଅମ୍ବିକ।,ଶୋଭ।,ମିନି,ଗୁରୁଜୀ ପ୍ରମୋଦ,କୁମ।ରେଶ୍ୱର, ଗଣେଶ, ମୋନଜ ଆଦି ନିଜ ନିଜ ଦ।ୟିତ୍ଵ ସମ୍ପ।ଦନ। କରି କ।ର୍ଯ୍ୟକ୍ରମକୁ ସଫଳ କରିଥିଲେ।



