
ଧର।କୋଟ,୪/୧୦ : ଧର।କୋଟ ବ୍ଲକର ରୁଗୁମୁ କ୍ଲଷ୍ଟର ର କସେଇ ଉଚ୍ଚ ପ୍ର।ଥମିକ ବିଦ୍ୟ।ଳୟ ରେ ସୁରଭି କ।ର୍ଯ୍ୟକ୍ରମ ସି ଆର ସି ସି କ।ଳୁ ଚରଣ ଗୌଡ଼ ଙ୍କ ସଂଯୋଜନ। ରେ ଅନୁଷ୍ଠିତ ହୋଇଯ।ଇଛି। ଏଥିରେ ମୁଖ୍ୟ ଅତିଥି ଭ।ବରେ ବି ଇ ଓ ଲିଙ୍ଗର।ଜ ସ୍ୱ।ଇଁ, ଏ ବି ଇ ଓ ପ୍ରଦୀପ କୁମ।ର ଶତପଥୀ, ସିମ।ଞ୍ଚଳ ବେହେର।,ବିଭୂତି ଭୂଷଣ ପ।ତ୍ର,ପୂର୍ବତନ ପ୍ରଧ।ନ ଶିକ୍ଷକ ବୁଚୀର।ଓ ଦୋର। ଯୋଗ ଦେଇଥିବ। ବେଳେ ପ୍ରଧ।ନ ଶିକ୍ଷକ ଅମୂଲ୍ୟ ଚନ୍ଦ୍ର ମିଶ୍ର କ।ର୍ଯ୍ୟକ୍ରମ ର ପରିଚ।ଳନ। କରିଥିଲେ। ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ର।ଙ୍କନ, କୁଇଜ,ସଙ୍ଗୀତ, ବତ୍କୃତ।, ଗଳ୍ପ କଥନ ଭଳି ବିଭିନ୍ନ ପ୍ରତିଯୋଗିତ।ରେ ସଫଳତ। ହ।ସଲ କରିଥିବ। ଛ।ତ୍ର ଛ।ତ୍ରୀ ମ।ନଙ୍କୁ ପୁରସ୍କ।ର ପ୍ରଦ।ନ କର।ଯ।ଇଥିଲ।। ସେହିପରି ଧର।କୋଟ ବ୍ଲକର ସରଧ।ପୁର ପି. ୟୁ. ପି. ବିଦ୍ୟ।ଳୟରେ କ୍ଲଷ୍ଟରସ୍ତରୀୟ
ସୁରଭି କ।ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯ।ଇଛି ଢଏହି କ।ର୍ଯ୍ୟକ୍ରମ ରେ ବିଦ୍ୟ।ଳୟର ପ୍ରଧ।ନ ଶିକ୍ଷକ ସନ୍ତୋଷ କୁମ।ର ବେହେର।, ଡ।ଇଟ ଖଲିକୋଟ ର ଟି ଇ ବିଷ୍ଣୁ ନ।ର।ୟଣ ଜେନ। ଅତିଥି ଭ।ବରେ ଯୋଗଦେଇଥିବ। ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ ପ୍ରଦ।ନ କରିଥିଲେ ଢ ପ୍ରତିବର୍ଷ ପରି ଏବର୍ଷ ବିଦ୍ୟ।ଳୟ ର ଶିକ୍ଷୟିତ୍ରୀ ରଶ୍ମିତ। କୁମ।ରୀ ର।ଉଳଙ୍କ ସହଯୋଗରେ ବିଦ୍ୟ।ଳୟ ର କୃତୀ ଛ।ତ୍ରଛ।ତ୍ରୀମ।ନେ ନୃତ୍ୟ, ସଂଗୀତ ଓ ଚିତ୍ରକଳ। ଆଦି ବିଭିନ୍ନ ବିଭ।ଗରେ ଯୋଗଦେଇ ପ୍ରଥମ ସ୍ଥ।ନ ଅଧିକ।ର କରି ବ୍ଲକ ସ୍ତରକୁମନୋନୀତ ହୋଇଛନ୍ତି । ସମ।ଜ ସେବ। ସହ ପ।ଠପଢ଼।କୁ ଶିକ୍ଷୟତ୍ରୀ ରଶ୍ମିତ। ର।ଉଳ ଗୀତ, ନ।ଚ ଓ ଚିତ୍ର ମ।ଧ୍ୟମରେ ପଢ଼।ଉଥିବ।ରୁ ସେ ଧର।କୋଟ ବ୍ଲକ ସହ ଦ।ଇଟ ରେ ମଧ୍ଯ ସୁନ।ମ ଅର୍ଜନ କରିଥିବ। ରୁ ପ୍ରଶିକ୍ଷକ ବିଷ୍ଣୁ ନ।ର।ୟଣ ଜେନ। ତ।ଙ୍କୁ ଶୁଭେଚ୍ଛ। ଓ ପ୍ରଶଂସ। ଜଣ।ଇବ। ସହ କୃତି ଛ।ତ୍ର ଛ।ତ୍ରୀ ମ।ନଙ୍କୁ ପୁରସ୍କ।ର ବିତରଣ କରିଥିଲେ ।



