Monday, October 12, 2026
Home ଆଞ୍ଚଳିକ ବ୍ରହ୍ମପୁର; ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର; ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ

23

ବ୍ରହ୍ମପୁର, (ଗୁରୁ ପ୍ରସାଦ ପଟ୍ଟନାୟକ) ; ଖଲିକୋଟ କଲେଜ ଷ୍ଟାଡିୟମ୍ ଠାରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଦକ୍ଷିଣ।ଞ୍ଚଳ ରାଜସ୍ୱ କମିଶନର ଟି.ରାଓ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣରେ କହିଥିଲେ ଯେ, ଦେଶର ସର୍ବବୃହତ ଗଣତନ୍ତ୍ରରାଷ୍ଟ୍ର ଭାରତର ସମ୍ବିଧାନକୁ ପ୍ରତ୍ୟେକ ନାଗରିକ ମାନି ଚଳିବା ଉଚିତ୍ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ତ୍ରୟ ଭାହୁସାହେବ, ଅତିିରିକ୍ତ ପୋଲିସ୍ ଅଧ୍ୟକ୍ଷକ ପ୍ରଭାତ ରାଉତରାୟ ବିଏମ୍ ସି କମିଶନର ଚକ୍ରବର୍ତ୍ତୀ ସିଂହ ରାଠର, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।