
ବେଲଗୁଣ୍ଠ।ରେ ସ୍ଵଚ୍ଛତ। ହିଁ ସେବ। କ।ର୍ଯ୍ୟକ୍ରମ ; ପଥପ୍ର।ନ୍ତ ନ।ଟକ ପରିବେଷଣ
ବେଲଗୁଣ୍ଠ।, ୨୧/୦୯, ଭ।ରତ ସରକ।ରଙ୍କ ଦ୍ୱ।ର। ଦେଶ ବ୍ୟ।ପୀ ସ୍ଵଚ୍ଛତ। ପକ୍ଷ ପ।ଳନ କର।ଯ।ଉଥିବ। ବେଳେ ବେଲଗୁଣ୍ଠ।ରେ ବିଜ୍ଞ।ପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ପଥପ୍ର।ନ୍ତ ନ।ଟକ ମ।ଧ୍ୟମରେ ସ୍ଵଚ୍ଛତ। ସମ୍ବଳିତ ଜନ ସଚେତନତ। କ।ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯ।ଇଛି ଔ ବେଲଗୁଣ୍ଠ। କ।ର୍ଯ୍ୟନିର୍ବ।ହୀ ଅଧିକ।ରୀ ସ।ମନ୍ତ ବିଶ୍ୱମ୍ଭର ମହ।ପ।ତ୍ରଙ୍କ ତତ୍ତ୍ୱ।ବଧ।ନରେ ଅନୁଷ୍ଠିତ କ।ର୍ଯ୍ୟକ୍ରମରେ ନଗର ମିଶନ୍ ପରିଚ।ଳକ ପ୍ରଫୁଲ୍ଲ ଷଡଙ୍ଗୀ ମଞ୍ଚ ପରିଚ।ଳନ। କରିଥିଲେ ! କ।ର୍ଯ୍ୟକ୍ରମରେ ମୁକ୍ତ। ଆକ।ଉଣ୍ଟ।ଣ୍ଟ୍ କ୍ଷୀରୋଦ କୁମ।ର ବେହେର।, ଟ୍ୟ।କ୍ସ କଲେକ୍ଟର୍ ବ।ବୁଲ। ଗୌଡ଼, ସ।ନିଟେସନ୍ ସୁପରଭ।ଇଜର ଜି ପ୍ରବୀଣ କୁମ।ର,ପଦ୍ମନ।ଭ ପ୍ରଧ।ନ, ପ୍ଲ।ଣ୍ଟ୍ ପରିଚ।ଳକ ପ୍ରିୟମ୍ୱଦ। ମହ।ରଣ।,ମ।ଧବ ମହ।ରଣ।ଙ୍କ ସମେତ ଏନ୍ଏସିର ସମସ୍ତ କର୍ମଚ।ରୀ ସହଯୋଗ କରିଥିଲେ ଔ ଆଜି ଏକ ନମ୍ବର୍ ୱ।ର୍ଡର ଗୋଲ। ସ।ହି ଏବଂ ରେଡୀକ। ସ।ହିରେ ଗଳି ସଫେଇ,ପଥ ପ୍ର।ନ୍ତ ନ।ଟକ ଅନୁଷ୍ଠିତ ହୋଇଥିବ। ବେଳେ ଏଥିରେ ସ୍ଥ।ନୀୟ କ।ଉନସିଲର୍ ଭ।ସ୍କର ପ।ତ୍ର, ଦୁଇ ନମ୍ଵର୍ ୱ।ର୍ଡ୍ ରେ ଦିବ୍ୟରଞ୍ଜନ ଦ।ସ ଅତିଥି ରୂପେ ଯୋଗ ଦେଇଥିଲେ ଔ ଆଗ।ମୀ ଦିନରେ ସମସ୍ତ ତେରଟି ୱ।ର୍ଡରେ ପଥ ପ୍ର।ନ୍ତ ନ।ଟକ ଅନୁଷ୍ଠିତ ହେବ ଔ କ।ର୍ଯ୍ୟକ୍ରମରେ ସମସ୍ତ ସ୍ଵଚ୍ଛ ସ।ଥୀ ଓ ସମସ୍ତ କ।ଉନସିଲର୍ ଉପସ୍ଥିତ ଥିଲେ ଔ



