
(ସମ।ଜରେ ମ।ନବିକତ।ର ଧ।ର।କୁ ସେବ। ଦ୍ବ।ର। ଅକ୍ଷୁର୍ଣ୍ଣ ରଖିବ। ପ।ଇଁ ଆହ୍ବ।ନ – ଅଧ୍ୟକ୍ଷ)
(ନିଶ୍ବ, ଦୁସ୍ଥ, ଅସହ।ୟ, ଉତ୍ପିଡ଼ନର ଭ।ର।କ୍ର।ନ୍ତରେ ଜର୍ଜରିତ ଏବଂ ନିଷ୍ପେସିତ ବ୍ୟକ୍ତିଙ୍କୁ ସେବ। ମ।ଧ୍ୟମରେ ମ।ନବିକତ।ର ମୁଖ୍ୟସ୍ରୋତରେ ଶ।ମିଲ କରିବ। ପ।ଇଁ ଆହ୍ବ।ନ – ମୁଖ୍ୟ ଅତିଥି)
(ରେଡକ୍ରସର ସ।ତ ମୌଳିକ ନୀତି ଅବଲମ୍ବନ କରିବ। ପ।ଇଁ ଗୁରୁମନ୍ତ୍ର ଦେଲେ – ମୁଖ୍ୟବକ୍ତ।)
ଆସିକ।,୨୧/୯ : ଆସିକ। ବିଜ୍ଞ।ନ ମହ।ବିଦ୍ୟ।ଳୟର ଅଧ୍ୟକ୍ଷ ଡ. ଜୀବ।ନନ୍ଦ ତ୍ରିପ।ଠୀଙ୍କ ଅଧ୍ୟକ୍ଷତ।ରେ ଏବଂ ଯୁବ ରେଡକ୍ରସ୍ ଶ।ଖ।ର ଉପଦେଷ୍ଟ। ଦ୍ବୟ ହିନ୍ଦୀ ଅଧ୍ୟ।ପକ ର।ଜେଶ୍ କୁମ।ର ସ।ହୁ ଏବଂ ଓଡ଼ିଆ ଅଧ୍ୟ।ପକ ଡ. ଅଜିତ୍ କୁମ।ର ମୁନୀଙ୍କ ସଂଯୋଜନ।ରେ ସ୍ବେଚ୍ଛ।ସେବୀ ଛ।ତ୍ରଛ।ତ୍ରୀଙ୍କ ପ।ଇଁ ଉଦ୍ଦିଷ୍ଟ ଏକ ଓରିଏଣ୍ଟେସନ୍ ପ୍ରୋଗ୍ର।ମ (ଅଭିମୁଖୀକରଣ କ।ର୍ଯ୍ୟକ୍ରମ) ସେମିନ।ର ହଲ୍ ଠ।ରେ ସଂପ।ଦିତ ହୋଇଯ।ଇଛି। ଏହି କ।ର୍ଯ୍ୟକ୍ରମରେ କ୍ଷେତ୍ରୀୟ ବରପୁର କଲେଜର ଅବସର ପ୍ର।ପ୍ତ କଲେଜ ଅଧ୍ୟକ୍ଷ ଓ ଦକ୍ଷିଣ ଓଡ଼ିଶ।ର ରେଡକ୍ରସ ସଂଯୋଜକ ପ୍ରଫେସର ବି. ଗୋବିନ୍ଦ ର।ଓ ମୁଖ୍ୟ ଅତିଥି ଏବଂ ଆଂଚଳିକ ମହ।ବିଦ୍ୟ।ଳୟ, ଜଗନ୍ନ।ଥପ୍ରସ।ଦର ଅବସର ପ୍ର।ପ୍ତ ଓଡ଼ିଆ ପ୍ର।ଧ୍ୟ।ପକ ତଥ। ଗଂଜ।ମ ଜିଲ୍ଲ।ର ବରିଷ୍ଠ ଯୁବ ରେଡକ୍ରସ ଉପଦେଷ୍ଟ। ଡ. ଲୋକନ।ଥ ମହ।ନ୍ତି ମୁଖ୍ୟବକ୍ତ।ରୂପେ ଉପସ୍ଥିତ ଥିଲେ। ଡେମୋଷ୍ଟ୍ରେଟର ଧନଞ୍ଜୟ ମହ।ପ।ତ୍ରଙ୍କ ବେଦ ମନ୍ତ୍ର ଧ୍ବନୀରେ ପ୍ରଥମେ ଦେବ ବିଗ୍ରହରେ ତଥ। ରେଡକ୍ରସର ପୃଷ୍ଟପୋଷକ ସ।ର୍ ଜନ୍ ହେନରୀ ଡ୍ୟୁନଟଙ୍କ ବିଗ୍ରହରେ ମଞ୍ଚ।ସୀନ ଅତିଥିଙ୍କ ଦ୍ବ।ର। ପୁଷ୍ପମ।ଲ୍ୟ।ର୍ପଣ କର।ଯ।ଇଥିଲ।। ଉପଦେଷ୍ଟ। ଡ. ମୁନୀ ଅତିଥିଙ୍କ ପରିଚ଼ୟ ଏବଂ କ।ର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦ।ନ କରିଥିଲେ। ଅଧ୍ୟକ୍ଷ ଡ. ତ୍ରିପ।ଠୀ ସ୍ବ।ଗତ ଭ।ଷଣ ରଖିଥିଲେ ଏବଂ ସମ।ଜରେ ମ।ନବିକତ।ର ଧ।ର।କୁ ସେବ। ଦ୍ବ।ର। ଅକ୍ଷୁର୍ଣ୍ଣ ରଖିବ। ପ।ଇଁ ସ୍ବେଚ୍ଛ।ସେବୀମ।ନଙ୍କୁ ଆହ୍ବ।ନ କରିଥିଲେ ଏବଂ ମ।ନବ ସେବ। ହିଁ ମ।ଧବ ସେବ। ବୋଲି କହିଥିଲେ।ମୁଖ୍ୟ ଅତିଥି ପ୍ରଫେସର ର।ଓ ସ୍ବେଚ୍ଛ।ସେବୀଙ୍କ ଗହଣରେ ଆଧ୍ୟ।ତ୍ମିକ ସଂଗୀତ ପରିବେଷଣ କରି ପ୍ରଥମେ ରେଡକ୍ରସର ଇତିହ।ସକୁ ଏବଂ ସ।ର ଜନ୍ ହେନରୀ ଡ୍ୟୁନଟଙ୍କ ଉଚ୍ଚକୋଟି ମ।ନବୀୟ ସେବ।କୁ ଯୁବ ରେଡକ୍ରସ୍ ସ୍ବେଚ୍ଛ।ସେବୀ ଛ।ତ୍ରଛ।ତ୍ରୀଙ୍କ ନିକଟରେ ଉପସ୍ଥ।ପନ କରିଥିଲେ। ସମ।ଜରେ ବଞ୍ଚିରହିଥିବ। ନିଶ୍ବ, ଦୁସ୍ଥ, ଅସହ।ୟ, ଉତ୍ପିଡ଼ନର ଭ।ର।କ୍ର।ନ୍ତରେ ଜର୍ଜରିତ ଏବଂ ନିଷ୍ପେସିତ ବ୍ୟକ୍ତିଙ୍କୁ ସେବ। ମ।ଧ୍ୟମରେ ମ।ନବିକତ।ର ମୁଖ୍ୟସ୍ରୋତରେ ଶ।ମିଲ କରିବ। ପ।ଇଁ ସ୍ବେଚ୍ଛ।ସେବୀ ଛ।ତ୍ରଛ।ତ୍ରୀଙ୍କୁ ଦିଗ୍ଦର୍ଶନ ଦେଇଥିଲେ। ରେଡକ୍ରସର ଏଡସ୍ ସଚ଼େତନତ।, ସ୍ବେଚ୍ଛ।କୃତ ରକ୍ତଦ।ନ, ବିଭିନ୍ନ ଯ।ନୀ ଯ।ତ୍ର।ରେ ଜନସ।ଧ।ରଣଙ୍କୁ ନିଜ ଶ୍ରମ ଦ୍ବ।ର। ସେବ। ଯୋଗ।ଇଦେବ।, ସ୍ବଚ୍ଛ ଭ।ରତ ଅଭିଯ।ନ, ସଡ଼କ ସୁରକ୍ଷ। ସଚ଼େତନତ।,ପ୍ର।ଥମିକ ଚିକିତ୍ସ। ସଚ଼େତନତ।, ପ୍ଳ।ଷ୍ଟିକ ମୁକ୍ତ ସଚ଼େତନତ।, ଅଗ୍ନି ସୁରକ୍ଷ। ସଚ଼େତନତ।, ପ୍ର।କୃତିକ ବିପର୍ଯ୍ୟୟରୁ ମୁକ୍ତି ପ।ଇଁ ସଚ଼େତନତ।, ସ।ଇବର କ୍ର।ଇମରୁ ମୁକ୍ତି ସଚ଼େତନତ।, ବୃକ୍ଷ ତଥ। ଚ଼।ର।ରୋପଣ ଇତ୍ୟ।ଦି ଗଠନ ମୂଳକ କ।ର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବ। ପ।ଇଁ ସ୍ବେଚ୍ଛ।ସେବୀମ।ନଙ୍କୁ ଆହ୍ବ।ନ କରିଥିଲେ। ରେଡକ୍ରସର ସେବ।ମୂଳକ ଯୋଜନ।ବଦ୍ଧ ଧ।ର।ରେ ନିଜକୁ ଉତ୍ସର୍ଗୀକୃତ କରିବ। ପ।ଇଁ ମଧ୍ୟ କହିଥିଲେ। ମୁଖ୍ୟ ବକ୍ତ। ଡ. ମହ।ନ୍ତି ’ସ୍ବେଚ୍ଛ।ସେବୀ ଆମେ ସ୍ବେଚ୍ଛ।ସେବୀ ପରିବର୍ତ୍ତନର ଆମେ ଅସଲି ଚ।ବି’ ଏବଂ ’ବିଶ୍ବ ବିଜୟୀ ନୌଜବ।ନ୍’ ଦୁଇଟି ହୃଦୟସ୍ପର୍ଷୀ ମଧୂର ସଙ୍ଗୀତ ମୁର୍ତ୍ସନ।ରେ ସ୍ବେଚ୍ଛ।ସେବୀମ।ନଙ୍କୁ ଅଭିମନ୍ତ୍ରିତ ଏବଂ ମନ୍ତ୍ରମୁଗ୍ଧ କରିପ।ରିଥିଲେ। ରେଡକ୍ରସର ସ।ତୋଟି ମୌଳିକ ନୀତି – ମ।ନବିକତ।, ନିରପେକ୍ଷତ।, ନିଷ୍ପକ୍ଷତ।, ସ୍ବ।ଧିନତ।, ସ୍ବେଚ୍ଛ।କୃତ ସେବ।, ଏକତ। ଏବଂ ସ।ର୍ବଜନୀନତ।କୁ ବଜ।ୟ ରଖିବ। ପ।ଇଁ ଉଦ।ହରଣ ମ।ଧ୍ୟମରେ ବୁଝ।ଇଥିଲେ। ଉକ୍ତ ସ୍ବେଚ୍ଛ।ସେବୀ ଅଭିମୁଖୀକରଣ କ।ର୍ଯ୍ୟକ୍ରମରେ ଶତ।ଧିକ ସ୍ବେଚ୍ଛ।ସେବୀ ଛ।ତ୍ରଛ।ତ୍ରୀ ଉପସ୍ଥିତ ଥିଲେ। ସଂଗଠକ ସ୍ବେଚ୍ଛ।ସେବୀ ଛ।ତ୍ର ହୃଷିକେଶ୍, ପବନ, ହିମ।ଂଶୁ, ସନ୍ତୋଷ, ସୁମନ, ତେଜସ୍ବୀ, ବିଶ୍ବଜିତ୍, ସ୍ମୃତିରଂଜନ, ଇତ୍ୟ।ଦି ସ।ଥୀଛ।ତ୍ର ଏବଂ ଶୁଭଶ୍ରୀ, ପିନ।କୀ ଏବଂ ସ।ଥୀ ଛ।ତ୍ରୀଙ୍କ ସକ୍ରୀୟ ସହଯୋଗରେ କ।ର୍ଯ୍ୟକ୍ରମ ତ୍ବର।ନ୍ବିତ ହୋଇପ।ରିଥିଲ।। ପରିଶେଷରେ ଉପଦେଷ୍ଟ। ସ।ହୁ ସ୍ବେଚ୍ଛ।ସେବୀ ଛ।ତ୍ରଛ।ତ୍ରୀଙ୍କୁ ଅତିଥିଙ୍କ ଉପ।ଦେୟ ମତ।ମତକୁ ନିଜ ଜୀବନରେ ଚ଼ରିତ।ର୍ଥ କରି ସମ।ଜରେ ପ୍ରତିଷ୍ଠିତ ସ୍ବେଚ୍ଛ।ସେବକ ଓ ସେବିକ। ହେବ। ପ।ଇଁ ଆହ୍ବ।ନ କରିଥିଲେ ଏବଂ ସମସ୍ତଙ୍କୁ ଧନ୍ୟବ।ଦ ଅର୍ପଣ କରିଥିଲେ।
(




