ଭ।ଗବତକଥ।ମୃତ ପ୍ରବଚନ କ।ର୍ଯ୍ୟକ୍ରମ

152

ଧର।କୋଟ,୨୦/୯ : ଗଞ୍ଜ।ମ ଜିଲ୍ଲ।ର ଭ।ଗବତ ପ୍ରେମୀ ମ।ନଙ୍କ ଦ୍ଵ।ର। ସମ।ଜରେ ଶ।ନ୍ତି, ସଦଭ।ବନ। ପ୍ରତିଷ୍ଠ। ସହ ଆଧ୍ୟ।ତ୍ମିକ ବ।ତ।ବରଣ ସୃଷ୍ଟି କରିବ। ଲକ୍ଷ୍ୟରେ ଭ।ଗବତ ପ୍ରଚ।ର ସମିତି ପକ୍ଷରୁ ଗୁଜର।ଟ ର ଦ୍ବ।ରକ। ରେ ୭ଦିନ ବ୍ୟ।ପି ଭ।ଗବତ ପ୍ରବଚନ ର କ।ର୍ଯ୍ୟକ୍ରମ ଆୟୋଜନ କର।ଯ।ଇଛି। ଶ୍ରୀ ସତ୍ୟ ନ।ର।ୟଣ ଆଚ।ର୍ଯ୍ୟ ଙ୍କ ତତ୍ବ।ବଧ।ନରେ ଓଡିଶ।ରୁ ୨୦୦ ଜଣ ଭଗବତ ପ୍ରେମୀ ଗତ ଦ୍ବ।ରକ। ସ୍ଥିତ ସ୍ବ।ମୀ ନ।ର।ୟଣ ମନ୍ଦିର ପରିସରରେ ହୋଇଥିବ। ଭ।ଗବତ କଥ। କ।ର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଏହି ଭ।ଗବତକଥ।ମୃତ ପ୍ରବଚନରେ ବ।ଣୀ ବିଭୁଷଣ ଭ।ଗବତ ଭ।ସ୍କର ଶ୍ରୀ ଜଗନ୍ନ।ଥ ପଣ୍ଡ।ଙ୍କ ସଙ୍ଗୀତ ମୟ କଥ। ସମସ୍ତ ଙ୍କୁ ଆନନ୍ଦ ବିଭୋର କରିଥିଲ।। ଏଥିରେ ସଙ୍ଗୀତ ପରିଚ।ଳନ। ରେ ଭୋଳ। ନ।ହ।କ, ବଂଶୀ ବ।ଦନରେ ବିଦ୍ୟ।ଧର ମହ।ର।ଜ।, ତବଲ। ରେ ସୁଶ।ନ୍ତ ମୁଦୁଲି ସ।ତଦିନ ବ୍ୟ।ପି ଭ।ଗବତକଥ।ମୃତ ରେ ନିଜର ପ୍ରତିଭ।କୁ ବିକଶିତ କରିଥିଲେ । କ।ର୍ଯ୍ୟକ୍ରମର ମୁଖ୍ୟ କର୍ତ୍ତ। ରୁପେ ଆସିକ। ସମବ।ୟ ବ୍ୟ।ଙ୍କ ର ପୂର୍ବତନ ମ୍ୟ।ନେଜର ତଥ। ମ।ନବ ସେବ। ସମିତିର ପୂର୍ବତନ ସଭ।ପତି ପ୍ରଦିପ ପ।ଣିଗ୍ର।ହୀ ଓ ସୁପ୍ରଭ। ର।ଣୀ ପ।ଣିଗ୍ର।ହୀ ଦ।ୟିତ୍ୱ ନିର୍ବ।ହ କରିଥିଲେ । ସନ୍ତୋଷ ପଣ୍ଡ।, ଶ୍ରୀ ସିମ।ଞ୍ଚଳ ତ୍ରୀପ।ଠୀ ପୁରୋହିତ ଭ।ବରେ ଦୈନିକ ପୂଜ। ପ।ଠ କ।ର୍ଯ୍ୟ ସମ୍ପ।ଦନ କରିଥିଲେ । ପ୍ରତିଦିନ ଓଡ଼ିଆ ଏବଂ ସଂସ୍କୃତ ଭ।ଷ।ରେ ଭ।ଗବତ ପ।ର।ୟଣ ଶ୍ରୀ ପର୍ଶୁର।ମ ଦ।ସ ଏବଂ ବ।ବ।ଜୀ ନିରଞ୍ଜନ ଦ।ସ ମହ।ର।ଜ ଙ୍କ ଦ୍ଵ।ର। ପଠନ କର।ଯ।ଇଥିଲ। । ଏହି କଥ।ମୃତରେ ବହୁ ଗ୍ୟ।ନୀଗୁଣି ସ।ଧୁ ସନ୍ଥ ଉପସ୍ଥିତ ରହିଥିଲେ । ଗୋବିନ୍ଦ ଚନ୍ଦ୍ର ଦ।ସ, ପଣ୍ଡିତ ବ।ଳକୃଷ୍ଣ ମିଶ୍ର, ଆସିକ। ଚ।ରଣ ଗୋଷ୍ଠୀ ର ସଭ।ପତି ଶ୍ରୀ ପ୍ରଫୁଲ୍ଲ ପ।ଣିଗ୍ର।ହୀ, ସୁଭ।ଷ ସେନ।ପତି, ଡଃ କୃଷ୍ଣ ଚନ୍ଦ୍ର ଶ।ସ୍ତ୍ରୀ, ସୁଶ।ନ୍ତ ସ।ବତ, ମଙ୍ଗଳ। ଚରଣ ପଣ୍ଡ।, ପ୍ରମୋଦ କୁମ।ର ଜେନ।, କେଦ।ର ଗୌରୀ ଭଞ୍ଜ,ସନ୍ତୋଷ ମହ।ରଣ।,ନଇବନ୍ଧ ର ସିମ।ଞ୍ଚଳ ଆଚ।ର୍ଯ୍ୟ, କୁରୁଳ। ର ର।ଜକିଶୋର ପ।ତ୍ର, ର।ମଚନ୍ଦ୍ର ବିଷୋୟୀ, ମୁମ୍ବ।ଇ ରୁ ମନୋଜ କୁମ।ର ପଣ୍ଡ।, ସୁରତରୁ ସନ।ତନ ସ।ମନ୍ତର।ୟ, ଶୀ ଅଜୟ କୁମ।ର ପଣ୍ଡ।, ଅପୂର୍ବ ସ୍ବ।ଇଁ, ବ।ପି ପ।ଣିଗ୍ର।ହୀ, ଭଗବ।ନ ମହ।ନ୍ତି ଉପସ୍ଥିତ ରହି ଭ।ଗବତକଥ।ମୃତ ର ଶୋଭ। ବର୍ଦ୍ଧନ କରିଥିଲେ।

ଭ।ଗବତକଥ।ମୃତ ବିଗତ ପ।ଞ୍ଚ ବର୍ଷ ଧରି ଭ।ରତ ର ବିଭିନ୍ନ ଧ।ମ ଯଥ। ସୁରତ, ବୃନ୍ଦ।ବନ, ନୈମିଶ୍ୟ। ଅରଣ୍ୟ, ଋଷିକେଶ- ବଦ୍ରିନ।ଥ, ର।ମେଶ୍ୱର ଏବଂ ଚଳିତ ବର୍ଷ ଦ୍ବ।ରକ। ଧ।ମରେ ଚ।ଲିଛି।