ଶାସନ ପଞ୍ଚାୟତରେ ପୋଷଣ ମାସ ପାଳନ

9

ବେଲଗୁଣ୍ଠା, ୨୦/୦୯, ବେଲଗୁଣ୍ଠା ବ୍ଳକ୍ ଶାସନ ପଞ୍ଚାୟତ କାର‌୍ୟ୍ୟାଳୟ ପରିସରରେ ଗାଙ୍ଗପୁର ଅଞ୍ଚଳ ସ୍ତରୀୟ ପୋଷଣ ମାସ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଓ କାର‌୍ୟ୍ୟକ୍ରମରେ ବେଲଗୁଣ୍ଠା ସିଡିପିଓ ନଳିନୀ ମହାରଣା , ଗାଙ୍ଗପୁର ଅଞ୍ଚଳ ପରିଦର୍ଶିକା ଝୁନୁଲତା ସ୍ୱାଇଁ,ଶାସନ ସମିତିସଭ୍ୟାଙ୍କ ପିନାକୀନି ବିଷୋୟୀ, ଧୂମୂଛାଇ ଅଞ୍ଚଳ ପରିଦର୍ଶିକା ବିଜୟଲକ୍ଷ୍ମୀ ଗୌଡ଼,ପୋଷଣ ବିସି ମାନସ ଦାସ,ଏଏନ୍ଏମ୍ ମମତା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ଓ କାର‌୍ୟ୍ୟକ୍ରମରେ ସୁସ୍ଥ ବାଳକ ଏବଂ ସୁସ୍ଥ ବାଳିକାଙ୍କୁ ପୁରସ୍କୃତ କରିବା ସହିତ ୭ ମାସର ଅନ୍ନ ପ୍ରାସନ୍ନ କରାଇ ଗିନା, ଚାମଚ ପ୍ରଦାନ କରାଯାଇଥିଲା ଓ ଦୁଇଜଣ ଗର୍ଭବତୀ ମାଆଙ୍କର ଗୋଦଭରାଇ କରାଯାଇଥିଲା ଓ କିଶୋର କିଶୋରୀଙ୍କୁ ନେଇ ବେଟି ବଚାଓ ଓ ବେଟି ପଢାଓ ରାଲୀ କରାଯାଇଥିଲା ଓ କାର‌୍ୟ୍ୟକ୍ରମରେ ଗାଙ୍ଗପୁର ଅଞ୍ଚଳର ସମସ୍ତ ଅଙ୍ଗନୱାଡି କର୍ମୀ ସହଯୋଗ କରିଥିଲେ ଓ