Home ଆଞ୍ଚଳିକ ବ୍ରହ୍ମପୁର ସହରର ଓଭର ବ୍ରିଜ୍ ରକ୍ଷଣାବେକ୍ଷଣ ପାଇଁ ଦାବି

ବ୍ରହ୍ମପୁର ସହରର ଓଭର ବ୍ରିଜ୍ ରକ୍ଷଣାବେକ୍ଷଣ ପାଇଁ ଦାବି

20

ବ୍ରହ୍ମପୁର,୧୯/୦୯ : ଆମ୍ ଆଦ୍‌ମୀ ପାର୍ଟି, ଗଞ୍ଜାମ ଜିଲ୍ଲା ତରଫରୁ ବ୍ରହ୍ମପୁର ଗୋଶାଣୀ ନୂଆଗାଁ ଓଭର ବ୍ରିଜ ଉପରେ ଉଠିଥିବା ବଡ଼ ବଟ ଗଛ ଗୁଡିକୁ କାଟି ସଫା କରିବା ସହ ବ୍ରିଜ ଉପରେ ପାଦଚଲା ରାସ୍ତାକୁ ମରାମତି କରିବା ପାଇଁ ସୁପେରଟେଣ୍ଡେଣ୍ଟ ଇଂଜିନିୟର (ଜ ଌ ଈ)ଗଞ୍ଜାମ, ଊସଙ୍ଖସଗ୍ଦସକ୍ଟଦ୍ଭ-୨ ଙ୍କୁ ଜିଲ୍ଲା ଆବାହକ ସୁବାଷ ରାଉତଙ୍କ ନେତୃତ୍ୱରେ ଦାବୀପତ୍ର ପ୍ରଦାନ କରାଯାଇଥିଲା କ୍ଷ
ପାର୍ଟିର ସଦସ୍ୟ ପ୍ରଫେସର ରତିକାନ୍ତ ନାୟକ, ସତ୍ୟପ୍ରକାଶ ସେଠୀଙ୍କ ଉଦ୍ୟମରେ ଆଦିତ୍ୟ ରଥ, ସୁଦର୍ଶନ ମଲ୍ଲିକ ଏବଂ ସୁନୀଲ ଆଚାର‌୍ୟ୍ୟଙ୍କ ଉପସ୍ଥିତିରେ ଦାବୀପତ୍ର ଦେଇ ଆଲୋଚନା କରି ସହରର ଅନ୍ୟ ଓଭର ବ୍ରିଜ ଗୁଡିକୁ ମଧ୍ୟ ତୁରନ୍ତ ରକ୍ଷଣାବେକ୍ଷଣ କରିବାକୁ ଅନୁରୋଧ କରାଯାଇଥିଲା

ତୁରନ୍ତ କାର‌୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମ ସମ୍ମୁଖରେ ସୁପେରିଟେଣ୍ଡେଣ୍ଟ ମୋହୋଦୟ ନିର୍ଦେଶ ଦେଇଥିଲେ କ୍ଷ