
ଧରାକୋଟ ,19/1 : ମୁଣ୍ଡମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଧରାକୋଟ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି ଏହାକୁ ଉଦ୍ଘାଟନ କରିଥିବା ବେଳେ ଅଧ୍ୟକ୍ଷ ଦିଗାମ୍ବର ବିଷୋୟୀ ସଭାପତିତ୍ବ କରିଥିଲେ। ଅଧ୍ୟାପିକା ବବିତା ରାଣୀ ସାବତ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିର ରେ ଛାତ୍ରୀ ମାନଙ୍କୁ ଆତ୍ମ ରକ୍ଷା ଜ୍ଞାନ କୌଶଳ ବିଷୟରେ ସଚେତନତା କରାଯାଇଥିଲା । ଅଧ୍ୟାପକ ରଞ୍ଜନ କୁମାର ପଟ୍ଟଯୋଷି ଧନ୍ୟବାଦ ଅର୍ପଣ କରିଥିଲେ।



