ବେଲଗୁଣ୍ଠା ବ୍ଳକ୍ ଗୋବରl ଠାରେ ଧାନମଣ୍ଡି ଉଦଘାଟିତ

8

ବେଲଗୁଣ୍ଠା,୩୦/୧୨ : ବେଲଗୁଣ୍ଠା ବ୍ଲକ୍ ଗୋବରl ସେବା ସମବାୟ ସମିତି କାର୍ଯ୍ୟାଳୟ ଠାରେ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି I ଆଜି ଗୋବରl ସେବା ସମବାୟ ସମିତି ଠାରେ ଏହାକୁ ବେଲଗୁଣ୍ଠା ଗୋଷ୍ଟି ଉନୟନ ଅଧିକାରୀ ଭlରତିଦେବି ଉଦ୍ଘାଟନ କରିଥିଲେ । ସରକାରୀ ଦର କୁଇଣ୍ଟାଲ ପିଛା 2183 ଟଙ୍କାରେ ଧାନ ମଣ୍ଡିରେ ବିକ୍ରିକରି ଏହାର ସୁଯୋଗ ନେବାକୁ ଉପସ୍ଥିତ ଚାଷୀଙ୍କୁ ବିଡ଼ିଓ ପରାମର୍ଶ ଦେଇଥିଲେ ।ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟl , ଙ୍କ ସହ ବେଣୀପଲୀ ସରପଞ୍ଚ ଦୁର୍ଗା ମାଧବ ନାୟକ, ସମିତିସଭ୍ୟା ମମତା ମହାନ୍ତି , ସମ୍ପାଦକ ରୋହିତ ଭୂୟାଁ, ଡାଟା ଏଣ୍ଟ୍ରି ଅପରେଟର ସଙ୍ଗୀତା ଶୀୟ, ଆଇନଜୀବୀ ସନ୍ତୋଷ କୁମାର ବିଶ୍ଵାଳ, ରାଜସ୍ୟ ନିରୀକ୍ଷକ ସନ୍ତୋଷ କୁମାର ବେହେରା ,ଗୋବରା ଗ୍ରାମ ପରିଚାଳନା କମିଟି ତଥା ଶିକ୍ଷାବିତ ରାମକୃଷ୍ଣ ପାତ୍ର,ଙ୍କ ସମେତ ବହୁ ଚାଷୀ ଯୋଗଦେଇଥିଲେ I