
କନ୍ଧମାଳ, ଜାନୁଆରୀ ୧୮ (ସୁରେଶକୁମାରପଣ୍ଡା) ; ଗତକାଲି ବିଳମ୍ବିତ ରାତିରେ ଏକ ମାଲ ବୋଝେଇ ହ୍ବାଇଵା ଲାଞ୍ଜିଗଡ଼ରୁ ବାଲିଗୁଡ଼ା ଅଭିମୁଖେ ଯିବା ବେଳେ କୋଟଗଡ଼ ବନାଞ୍ଚଳ ଅଫିସ ସମ୍ମୁଖରେ ଏକ ବଳଦ ରାସ୍ତାର ଏପଟ ସେପଟ ପାର ହେବା ଫଳରେ ଡ୍ରାଇଭର ଭାରସମ୍ୟ ହରାଇଥିବାରୁ ଗାଡ଼ିଟି ଏକ ଖାଲରେ ପଡ଼ିଯାଇଛି I ଯାହା ଫଳରେ ଘଟଣା ସ୍ଥଳରେ ବଳଦ ମୃତ୍ୟୁ କରିଥିବା ସହ ପୋଲିସ ପହଞ୍ଚି ତଦନ୍ତ ଚଲାଇଛି I



