ଯୁକ୍ତ ୨ ବିଜ୍ଞାନ ବିଶ୍ବାସ ମହାବିଦ୍ୟାଳୟରେ ପ୍ରବେଶିକା ପରିକ୍ଷା ପ୍ରସ୍ତୁତିର ସୁଭାରମ୍ଭ।

5

ଭୁବନେଶ୍ବର୧୪/୧୦(ଜିଲ୍ଲା ଖବର) : ଆଜି ସକାଳ ୧୧ ଟା ସମୟରେ ଯୁକ୍ତ ୨ ବିଜ୍ଞାନ ବିଶ୍ବାସ ମହାବିଦ୍ୟାଳୟ ତରଫରୁ ପ୍ରବେଶିକା ପରିକ୍ଷା ପ୍ରସ୍ତୁତିର (JEE,NEET) ଶୁଭାରମ୍ଭ କଲେଜର ପ୍ରିନ୍ସିପାଲ୍ ରାମକୃଷ୍ଣ ଦାସଙ୍କ ଅଧକ୍ଷତାରେ ବିଶ୍ବାସ କଲେଜ ପ୍ରାଙ୍ଗଣରେ ଡଃ ପ୍ରଜ୍ଞାନ ରଞ୍ଜନ ଘଡେଇ ଓ ସମ୍ପାଦିକା ନନ୍ଦିନୀ ଘଡେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ପ୍ରବେଶିକା ପରିକ୍ଷାର ଉପକାରିତା ଉପରେ ଗୁରୁତ୍ବାରୋପ କରିଥିଲେ।ଶେଷରେ ଡକ୍ଟର ବି.ଏଲ୍.ଏସ୍ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।