ଉତ୍କଳମଣି ଗୋପବନ୍ଧୁଙ୍କ ୧୪୬ ତମ ପୁଣ୍ୟ ଜନ୍ମ ଜୟନ୍ତୀ

6

ଗୁଣପୁର ,୯/୧୦(ଜିଲ୍ଲା ଖବର) : ଉତ୍କଳମଣି ଗୋପବନ୍ଧୁ ଙ୍କ 146 ତମ ପୁଣ୍ୟ ଜନ୍ମ ତିଥିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗୁଣପୁର ଶାଖା ତରଫରୁ ଉଚ୍ଚ ବିଦ୍ୟାଳୟ ପରିସର ରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ପୁସ୍ପମାଲ୍ୟ ଓ ଦୀପ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରାଗଲା । ଏଥିରେ ଜିଲ୍ଲା ପ୍ରମୂଖ ଶେଷ ଶାୟୀ ସେନାପତି, ବିଭା।ଗ ପ୍ରମୁଖ ଉମାଦାଶ୍, ଅଧ୍ୟାପକ ଡ଼ ପ୍ରଶାନ୍ତ ହୋତା ,ଅଧ୍ୟପକ ଓ ସଂଗଠନ ସଭାପତି ପ୍ରଫୁଲ୍ଲ ଲିମା, ଚନ୍ଦ୍ରଶେଖର ପଣ୍ଡା, ଅଧ୍ୟାପକ ପୁଣ୍ୟଶ୍ଲୋକ ସାହୁ ପ୍ରମୂଖ ଉପସ୍ଥିତ ଥିଲେ ।