ବଜ୍ରପାତରେ ୯ ଛେଳି ମୃତ

31

ଚିକିଟି,୧୯/୯(ଜିଲ୍ଲା ଖବର) : ଚିକିଟି ବ୍ଲକ ଅନ୍ତର୍ଗତ ନୂଆପଡା ଖେଳ ପଡିଆ ଠାରେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ହେବାରୁ ୯ ଟି ଛେଳିର ମୃତ୍ୟୁ ହୋଇଛି | ଆଜି ଅପରାହ୍ନରେ ପ୍ରବଳ ବର୍ଷାସାଙ୍ଗକୁ ଘଡଘଡି ହେବାରୁ ନୂଆପଡା ଖେଳ ପଡିଆର ଏକ ଗଛମୂଳେ ଛେଳି ମାନେ ଆଶ୍ରୟ ନେଇଥିଲେ | ପ୍ରାୟ 20 ଛେଳି ଆଶ୍ରୟ ନେଇଥିବାବେଳେ ବଜ୍ରପାତ ହେବାରୁ ୯ ଟି ଛେଳିର ମୃତ୍ୟୁ ହୋଇଛି । ଏଥିଲେ ଛେଳି ମାଲିକ ଏମ. ଖଲିଆ ଭାଙ୍ଗି ପଡିଛନ୍ତି, ଏଣୁ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ପ୍ରଦାନ ପାଈଁ ଗ୍ରାମବାସୀ ଦାବି କରିଛନ୍ତି |