
ବ୍ରହ୍ମପୁର,୧୯/୦୮: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସାମ୍ବାଦିକ ଗଣ ଯୋଗା ଯୋଗ ବିଭାଗ ତରଫରୁ ବିଶ୍ଵ ଫୋଟୋଗ୍ରାଫି ଦିବସ ଉପଲକ୍ଷେ ଏକଦିବସୀୟ ଫୋଟୋଗ୍ରାଫି କର୍ମଶାଳା କାର୍ୟ୍ୟକ୍ରମ ଆୟୋଜିତ ହୋଇ ଯାଇ ଅଛି । ଏହି ଏକ ଦିବସୀୟ ଫଟୋଗ୍ରାଫି କର୍ମଶାଳା ରେ ସେଲି ବ୍ରିଟୀ ଫୋଟୋଗ୍ରାଫର୍ ଶ୍ରୀ ରବି ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ୟ୍ୟକ୍ରମ ଦିନ ୧୧ ଘଟିକା ସମୟରେ ସାମ୍ବାଦିକ ଓ ଗଣ ଯୋଗା ଯୋଗ ବିଭାଗ ର ସେମିନାର କକ୍ଷ ରେ ଆୟୋଜନ କରା ଯାଇଥିଲା କ୍ଷ ପ୍ରଥମେ ବିଭାଗୀୟ ମୁଖ୍ୟ ପ୍ରଫେସର୍ ଗଣେଶ ସେଠି ଅତିଥିଙ୍କୁ ଛାତ୍ର ଛାତ୍ରୀ ଙ୍କ ସମ୍ମୁଖରେ ପରିଚିତ କରାଇଥିଲେ । ଓ ନିଜ ଅଭିଭାଷଣ ରେ ବିଶ୍ଵ ଫୋଟୋଗ୍ରାଫି ଦିବସ ରେ କ୍ୟାମେରା ବିଷୟରେ ସଂକ୍ଷିପ୍ତ ରେ ଛାତ୍ର ଛାତ୍ରୀ ଙ୍କୁ କହିଥିଲେ, ବର୍ତ୍ତମାନ ସମୟ ରେ ସାମ୍ବାଦିକତା କ୍ଷେତ୍ରରେ କ୍ୟାମେରା ର ଉପଯୋଗୀତା ବିଷୟ ରେ ଆଲୋଚନା କରିଥିଲେ, ।
ଫୋଟୋଗ୍ରାଫର ଏକ୍ସପର୍ଟ ଶ୍ରୀ ରବି ରେଡ୍ଡୀ କ୍ୟାମେରା ବିଷୟରେ ବିସ୍ତୃତ ଭାବରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । କ୍ୟାମେରା ର ଅଂଶ ବିଶେଷ ଯଥା ସଟର୍ ସ୍ପିଡ୍, ଆପେରେଚର, ଏବଂ ଆଇ. ଏସ୍.ଓ ର ବ୍ୟବହାର ବିଷୟରେ ବର୍ଣ୍ଣନା କରିଥିଲେ । ପରେ ପ୍ରାକ୍ଟିକାଲ କକ୍ଷରେ କ୍ୟାମେରା କୁ ବ୍ୟବହାର କରି ଛାତ୍ର ଛାତ୍ରୀ ଙ୍କୁ ଦେଖାଇଥିଲେ , ଏବଂ ଛାତ୍ର ଛାତ୍ରୀ ଙ୍କ ର ପ୍ରଶ୍ନ ର ବାସ୍ତବିକ୍ ଉତ୍ତର ଦେଇ କ୍ୟାମେରା ର ବ୍ୟବହାରିତା ଉପରେ ଥିବା ଦ୍ଵନ୍ଦ କୁ ଦୂର କରିଥିଲେ ।
ଶେଷରେ ବିଶ୍ଵ ଫୋଟୋଗ୍ରାଫି ଦିବସ କୁ ଆଖିରେ ରଖି ପୂର୍ବ ଦିନ ଆରମ୍ଭ ହୋଇଥିବା ସ୍ମାର୍ଟଫୋନ୍ ଫଟୋଗ୍ରାଫି ପ୍ରତିଯୋଗିତା ର ଫଳ ଘୋଷଣା କରାଯାଇଥିଲା । ଏହି ପ୍ରତିଯୋଗିତା ରେ ଫାର୍ମାସୀ ବିଭାଗର ଛାତ୍ର ଶ୍ରୀତମ ସେଠି ପ୍ରଥମ ସ୍ଥାନ, ଓ ପରିବେଶ ବିଜ୍ଞାନ ବିଭାଗ ର ଛାତ୍ର ବିଶ୍ୱଜିତ ସାମନ୍ତରାୟ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ସାମ୍ବାଦିକ ଗଣ ଯୋଗା ଯୋଗ ବିଭାଗ ର ଛାତ୍ର ଜ୍ୟୋତିରଞ୍ଜନ ବେହେରା ତୃତୀୟ ସ୍ଥାନ ରେ ରହି ପ୍ରତିଯୋଗୀତା ର ବିଜୟୀ ହୋଇଛନ୍ତି ।
ଏହି ଏକ ଦିବସୀୟ ଫଟୋଗ୍ରାଫି କର୍ମଶାଳା କାର୍ୟ୍ୟକ୍ରମ କୁ ସହକାରି ପ୍ରାଧ୍ୟାପକ ଶ୍ରୀ ଅଗ୍ନି କୁମାର ବେହେରା ଏବଂ ଶ୍ରୀ ସୌରଭ ପ୍ରକାଶ ଶିଟ୍ ଆୟୋଜନ କରିଥିଲେ । ଏହି କର୍ମଶାଳା ରେ ବିଭାଗର ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ଙ୍କ ସମେତ ବହୁ ସଂଖ୍ୟା ରେ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ ।


Berhampur University’s Department of Journalism and Mass Communication Ignites Creative Sparks on the Eve of World Photography Day
Berhampur, August 19, 2023
The campus of Berhampur University was ablaze with creative energy as the Department of Journalism and Mass Communication orchestrated an enthralling photography workshop on the eve of World Photography Day, August 19, 2023. The event was a testament to the university’s commitment to nurturing budding photographers and celebrating the art of visual storytelling.
The workshop, headlined by the esteemed photographer Mr. Ravi Reddy, a luminary renowned for both his photographic prowess and his work as an Executive Director in several acclaimed Odia films, cast a spellbinding aura upon the attendees. Reddy’s presence added an aura of credibility to the event, infusing it with an air of anticipation and excitement.
As the participants gathered, Mr. Ravi Reddy took the stage with an air of affability and passion. His insight-laden discourse emphasized the notion that photography transcends the limitations of equipment, stressing that an inherent passion for the craft supersedes the need for top-tier gear. Reddy’s words, a symphony of experience and wisdom, resonated deeply with the assembled students and enthusiasts.
The workshop’s impact was tangible, as it spurred an atmosphere of engagement and inquiry. Attendees, predominantly students from the Department of Journalism and Mass Communication, eagerly posed their queries related to the technical, artistic, and philosophical aspects of photography. This interaction was a wellspring of knowledge, igniting fires of curiosity that promise to shape the attendees’ photographic journeys for years to come.
Head of the Department of Journalism and Mass Communication, Prof. Ganesh Sethi, warmly welcomed the attendees, his eloquent words setting the stage for an inspiring day. The event’s seamless orchestration was under the stewardship of Assistant Professors Mr. Agni Kumar Behera and Mr. Sourav Kumar Shit, both luminaries in their own right, who ensured a smooth flow of ideas and interactions.
A defining moment of the day was the heartening prize distribution ceremony. It commemorated the photography competition held on August 18, 2023, where student photographers showcased their distinctive perspectives. Sritam Sethi, representing the Department of Pharmacy, clinched the coveted 1st prize, a testament to his keen eye for detail. The 2nd prize found its deserving recipient in Biswajit Pattnaik from the Department of Environmental Science, while Jyotiranjan Behera from the Department of JMC secured the 3rd prize, resonating with the interdisciplinary spirit of the event.
As the day drew to a close, the participants departed with a renewed fervor for photography, their minds buzzing with new ideas and their souls ignited by the wisdom imparted by Mr. Ravi Reddy. The Department of Journalism and Mass Communication’s commitment to nurturing creativity and skill development was evident, marking this workshop as a milestone in the journey of both the students and the university towards artistic excellence.



