
କୋଦଳା,୧୯/୦୩ : ନିର୍ବାଚନ ବେଳେ ହାତଯୋଡ଼ି ନେହୁରା ହେଉଥିବା ନେତା ନିର୍ବାଚନ ବୈତରଣୀ ପାର ହେବା ପରେ ଏବେ ଜନସାଧାରଣ ଓ କର୍ମଚାରୀ ଙ୍କ ଆଗରେ ଦେଖାଉଛନ୍ତି ଦବଙ୍ଗ ଗିରି କ୍ଷ ସହର ରେ ସଫେଇ କରି ପରିବାର ପ୍ରତିପୋଷଣ କରୁଥିବା କାର୍ୟ୍ୟରତ ସଫେଇ କର୍ମଚାରି ଙ୍କ ସଫେଇ ଗାଡି ଚାବି ଛଡ଼େଇବା ସହ ଦିନକୁ ଦିନ ଏନଏସି ଅଧକ୍ଷ ଦୁର୍ବ୍ୟବହାର କରୁଥିବା ହୋଇଛି ଅଭିଯୋଗ କ୍ଷ ଏମିତି ସଙ୍ଗୀନ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା କୋଦଳା ଏନ. ଏ. ସି ଅଧକ୍ଷ ସୁଯ୍ୟ ନାରାୟଣ ନାୟକ ନାମରେ କ୍ଷ ଅଧକ୍ଷ ସଫେଇ କର୍ମଚାରୀଙ୍କ ପ୍ରତି ଏହିଭଳି ଦବଙ୍ଗ ଗିରି ଥରେ ନୁହଁ ବାରମ୍ବାର ଦେଖାଇବା ସହିତ କାର୍ୟ୍ୟ ରତ କର୍ମଚାରି ଙ୍କୁ ଦୃନୀତି କାମରେ ସହଯୋଗ କରିବା ପାଇଁ ବାଧ୍ୟ୍ୟ କରିବା ସହ ଯଦି ନ କରିବ ଚାକିରୀ ଖାଇଦେବାର ଧମକ ମଧ୍ୟ ଦେଇଥିବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି ଏବଂ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ୍ୟ ଦୃଷ୍ଟି ଆକଶ୍ରଣ କରାଯାଇଥିଲେ ମଧ୍ୟ କୌଣସି ସୁ ଫଳ ମିଳିନଥିଲା ବର୍ତମାନ ୧୬ତାରିଖ ରେ କାର୍ୟ୍ୟରତ ସଫେଇ କର୍ମଚାରି ଅଳିଆ କାଢ଼ିବା ପାଇଁ ମାଲିତୋଟା ସାହି ଯାଇଥିବା ସମୟରେ ଚେରମ୍ୟାନ ସୄଯ୍ୟନାରାୟଣ ନାୟକ ଗାଡି ଚାବି ଛଡେଇ ନେବାସହ ଦ୍ରୁବ୍ୟବହାର କରିଥିବା ଅଭିଯୋଗ ହୋଇଛି କ୍ଷ ଘଟଣା କୁ ବର୍ତମାନ ଚାରିଦିନ ବିତି ଯାଇଥିବା ବେଳେ ଏଯାବତ ସହର ର କୌଣସି ରାସ୍ତା ଘାଟ ସଫେଇ ହୋଇପାରୁନି କ୍ଷ ଯାହାକି ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି କ୍ଷ ଅନ୍ୟପଟେ ଘଟଣା କୁ ନେଇ ଶନିବାର ଦିନ ସଫେଇ କର୍ମଚାରୀ ମାନେ ସହରରେ ଏକ ରାଲି କରିବା ସହିତ ନ୍ୟାୟ ଦାବି କରିଥିବା ବେଳେ ସେମାନ ଙ୍କ ଦାବି ପ୍ରଶାସନ ଶୁଣୁନଥିବା ଅଭିଯୋଗ ହୋଇଛି କ୍ଷ ଶୁଣିବାକୁ ମିଳୁଛି କି ସଫେଇ କର୍ମଚାରୀ ଙ୍କ ପ୍ରତିବାଦ ପରେ ଚେରମ୍ୟାନ ସେମାଙ୍କୁ ଚାକିରୀ ରୁ କାଢ଼ିଦେବାର ଧମକ ଦେଉଛନ୍ତି କ୍ଷ ଏଣୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଏହାର ତୁରନ୍ତ ସମାଧାନ କରିବା ପାଇଁ ସାଧାରଣ ରେ ଦାବି ହେଉଛି |





