Wednesday, October 14, 2026
Home ଆଞ୍ଚଳିକ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା

ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା

28

ବ୍ରହ୍ମପୁର(ଜିଲ୍ଲା ଖବର) : ସଡକ ସୁରକ୍ଷା ପାଳନ ଅବସରରେ V.V ଗିରି ବାଳିକା ବିଦ୍ୟାଳୟ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ କାଳିଚରଣ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଦିଗପହଣ୍ଡି B.K ବିଦ୍ୟାଳୟର ଆର. ଚିତ୍ରାନ୍ସୁ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ବ୍ରହ୍ମପୁର ଟାଉନ ହଲ ଠାରେ ଗୋଟିଏ ମାନପତ୍ର ଓ ହେଲମେଟ ପାଇଁ ପୁରସ୍କୃତ ହୋଇଥିଲେ। ସ୍କୁଲର ସମସ୍ତ ଶିକ୍ଷକ, କର୍ମଚାରୀ ଓ କମିଟି ଉକ୍ତ ଛାତ୍ରକୁ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।