ସୁଗାର ଟାଉନ ଜେସିସ୍ ର ଅଧିଷ୍ଠାନ ଉତ୍ସବ

80

ଆସିକା,୧/୦୩ : ଆସିକା ଲାୟନ୍ସ କ୍ଲବ ପରିସରରେ ସୁଗାର ଟାଉନ ଜେସିସ୍ ର ୧୯ ତମ ଅଧିଷ୍ଠାନ ଦିବସ ସଭାପତି ଜେସି ଟି ସିଦ୍ଧାର୍ଥ ସୁବୁଦ୍ଧି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ତଥା ଅଧିଷ୍ଠାନ ଅଧିକାରୀ ରୁପେ ଜୋନ୍ ୯ ର ପୂର୍ବ ସଭାପତି ଜେସି ଭି ସ୍ରିନିବାସ,. ସମ୍ମାନିତ ଅତିଥି ଭାବେ ଜୋନ୍ ଉପସଭାପତି ଜେସି ନୀଲମ ସରାଫ ପ୍ରମୁଖ ଯୋଗଦେଇ ସୁଗାର ଟାଉନ ଜେସିସ୍ କାର୍ୟକାରୀ କରୁଥିବା ବହୁବିଧ ଜନସଚେତନତା ତଥା କଲ୍ୟାଣକାରୀ କାର୍ୟ୍ୟକ୍ରମ କୁ ଆହୁରି ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଥିଲେ, ଅଧିଷ୍ଠାନ ଅଧିକାରୀ ରୁପେ ଜେସି ନୀଲମ ସରାଫ ଯୋଗଦେଇ ଆଗାମୀ ବର୍ଷେ ପାଇଁ ଜେସି ପି ଗୌରବ ପାତ୍ର ଙ୍କୁ ଆସିକା ଜେସିସ୍ ର ନୂତନ ସଭାପତି, ସମ୍ପାଦକ ଜେସି ଏ ଶିବ ଶଙ୍କର ପାତ୍ର, କୋଷାଧ୍ୟକ୍ଷ ଜେସି ଶୁଭମ୍ ପାତ୍ର ପ୍ରମୁଖ ଙ୍କୁ ଶପଥ ପାଠ କରାଇଥିଲେ, ସଭା ର ପ୍ରକଳ୍ପ ଅଧିକାରୀ ଜେସି ସାନ୍ତନୁ ରଣା ସଭାକୁ ସୁଚାରୁ ରୂପେ ଚାଳନା କରିଥିଲେ ଜ୍ଝକାର୍ୟ୍ୟକ୍ରମ ରେ ଜେସି ଅନିଲ କୁମାର ପୁଷ୍ଟି, ଜେସି ବଦ୍ରି ନାରାୟଣ ପାତ୍ର, ଜେସି ସନ୍ତୋଷ କୁମାର ନାୟକ, ଜେସି ସତ୍ୟ ନାରାୟଣ ପାତ୍ର, ଜେସି ବିଶେଷ ପୁଷ୍ଟି, ଜେସି ଦେବାଶିଷ ପଣ୍ଡା, ଜେସି ଜିତେନ୍ଦ୍ର କୁମାର ପାତ୍ର, ଜେସି ସଞ୍ଜୟ କୁମାର ପାତ୍ର, ଜେସି ସନ୍ତୋଷ ପାତ୍ର, ଜେସି ବସନ୍ତ ଭଞ୍ଜ, ଜେସି ଲିଙ୍ଗରାଜ ପାତ୍ର, ଜେସି ରାଜା ପାତ୍ର,ଜେସି କିରଣ କୁମାର ପାଢ଼ୀ, ଜେସି କିରଣ କୁମାର ପାତ୍ର, ଜେସି ଉମେଶ ପାତ୍ର, ଜେସି ସୁରେଶ ପାତ୍ର, ଜେସି ବାଲାଜୀ ନାହାକ, ଜେସି କାର୍ତିକ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ଜ୍ଝ