କୋଦଳା ଏନଏସି କାଉଁନସିଲ ବୈଠକରେ ଆରମ୍ଭରୁ ହଟଗୋଳ, ବିଧାୟିକା ଓ ସାସଂଦ ପ୍ରତିନିଧିଙ୍କୁ ଡାକି ଅପମାନିତ କଲେ ଅଧ୍ୟକ୍ଷ

60

କୋଦଳା,୨୮/୦୧ : ଗଞ୍ଜାମ ଜିଲ୍ଲା କୋଦଳା ଏନଏସି କଲ୍ୟାଣ ମଣ୍ଡପ ରେ ଆଜି ଆୟୋଜିତ କାଉଁନସିଲ ବୈଠକ ରେ ହଟଗୋଳ ଦେଖିବାକୁ ମିଳିଛି କ୍ଷ ବୈଠକ ଆରମ୍ଭରୁ ବହୁ କାଉଁସିଲର ମାନେ ହଟଗୋଳ କରିବା ସହିତ ଅଧାରୁ ବନ୍ଦ ହେଲା କାଉଁସିଲ ବୈଠକ କ୍ଷ ଅଧ୍ୟକ୍ଷ ଙ୍କ ମନମୁଖୀ କାର୍ୟ୍ୟକୁ ବିରୋଧ ଏବଂ ପୂର୍ବ ବୈଠକର ପ୍ରୋସେଡିଙ୍ଗ ରିପୋର୍ଟ ଦେବାକୁ ଦାବି କରିଥିଲେ କାଉଁନସିଲର କ୍ଷ ଫଳରେ ଅଧ୍ୟକ୍ଷ ଉତକ୍ଷିପ୍ତ ହୋଇ ବିଧାୟିକା ଓ ସାଂସଦ ପ୍ରତିନିଧି ଙ୍କୁ ଅପମାନିତ କରିଥିବା ଦେଖିବାକୁ ମିଳିଛି କ୍ଷ ଏହା ସହିତ ଏନଏସି କାର୍ୟ୍ୟନିର୍ବାହୀ ଅଧିକାରୀ ଓ କର୍ମଚାରୀଙ୍କୁ ଦୁର୍ନୀତି କାର୍ୟ୍ୟ ଲିପ୍ତ ରହିବାକୁ ଅଧ୍ୟକ୍ଷ ଚାପ ପକାଉଥିବା ଦର୍ଶାଇ ବୈଠକ ରେ ଅସନ୍ତୋଷ ବ୍ୟକ୍ତ କରି ଜଣେ କର୍ମଚାରୀ ଅଧ୍ୟକ୍ଷ ଙ୍କୁ ହାତ ଯୋଡି କହିଥିଲେ ଯଦି ଆପଣ ମତେ ଇଲିଗାଲ କାମ ପାଇଁ ବାଧ୍ୟ କରିବେ ତାହାଲେ ମୁଁ ଚାକିରୀ ରୁ ଇସ୍ତଫା ଦେବୀବୋଲି କହିଛନ୍ତିକ୍ଷ ଯାହାକୁ ନେଇ ବହୁ ସମୟ ଧରି କଥା କଟାକଟି ଦେଖିବାକୁ ମିଳିଥିଲା କ୍ଷଅନ୍ୟପଟେ ଅଧ୍ୟକ୍ଷ ଭାରତୀୟ ଜନତା ପାର୍ଟି ରୁ ବିଜୟ ହୋଇ ଆସିଥିବା ବେଳେ ସମୟ ସମୟ ରେ କର୍ୟ୍ୟରତ କର୍ମଚାରୀଙ୍କୁ ଭୟଭୀତ କରାଉ ଥିବା ମଧ୍ୟ ଅଭିଯୋଗ କରିଛନ୍ତି କର୍ମଚାରୀ ।ପୂର୍ବ ବୈଠକରେ ଅଧ୍ୟକ୍ଷ ନିଜ ସମର୍ଥିତ କିଛି ହାତ ଗଣିତି କାଉନସିଲର ଙ୍କୁ ନେଇ ନିଜେ ନିଜେ ନିଜ ଘରେ ବସି ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁର କରିବା ସହ କାର୍ୟ୍ୟନିର୍ବାହୀ ଅଧିକାରୀ ଙ୍କୁ ଏଥିରେ ସହଯୋଗ କରିବା ପାଇଁ ମଧ୍ୟ ବାଧ୍ୟ କରୁଥିବା ନିଜେ କାର୍ୟ୍ୟନିର୍ବାହୀ ଅଧିକାରୀ ଏହି ସଭାରେ କହିଛନ୍ତି । ଏହାସହିତ ବୈଠକରେ ଯୋଗଦେଇଥିବା ବିଧାୟିକା ଓ ସାଂସଦ ପ୍ରତିନିଧିଙ୍କୁ ଅଧ୍ୟକ୍ଷ ଅପମାନିତ କରୁଥିବା ଦେଖିବକୁ ମିଳିଛି କ୍ଷ ଆଜିର ବୈଠକ ଆରମ୍ଭରୁ ହିଁ ହଟଗୋଳ ହୋଇ ବନ୍ଦ ହୋଇଯାଇଥିବା ବେଳେ
ଦୃନୀତି ଖୋର ଅଧ୍ୟକ୍ଷ ଙ୍କ କାର୍ୟ୍ୟକଳାପ ଉପରେ କାଉଁସି ଲରଙ୍କ ସମେତ ସମସ୍ତ ଏନଏସି ର ସମସ୍ତ କର୍ମଚାରୀ ମଧ୍ୟ ବିରକ୍ତ ପ୍ରକାଶ କରିଛନ୍ତି