ମୋଟିଭ (ମୋଟର ଯାନ କାରିଗରୀ) ଟ୍ରେଡ ସମସ୍ତ ଛାତ୍ରୀ ଗଣ ଔଦ୍ୟୋଗିକ ପରିଭ୍ରମଣ

65

ଗୁଣପୁର,୨୦/୦୧(ଜିଲ୍ଲା ଖବର) : ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ,ଗୁଣପୁର ର ଧନ୍ଦାମୂଳକଶିକ୍ଷା ଅନ୍ତର୍ଗତ ଅଟେ। ମୋଟିଭ (ମୋଟର ଯାନ କାରିଗରୀ) ଟ୍ରେଡ ସମସ୍ତ ଛାତ୍ରୀ ଗଣ ଔଦ୍ୟୋଗିକ ପରିଭ୍ରମଣ ରେ ସ୍ଥାନୀୟ ହେରୋ ମୋଟୋକପ ସାଇ ଶରଣ ଅଟୋମୋବାଇଲ ସୋରୁମ୍ ଏବଂ କର୍ମଶାଳା ଗସ୍ତ କରି ମୋଟାରଯାନ ବିଭିନ୍ନ ଭାଗ ର କାର୍ଯ୍ୟପ୍ରଣାଳୀ , ମରାମତି ଇତ୍ୟାଦି ବିଷୟରେ ଟେକ୍ନିସିଆନ ସିଏଚ ଦୁର୍ଗା, ସୁନ୍ଦର ରାଓ , ସନ୍ଦିପ,ମନୁ ସମେତ ସମସ୍ତ ଟେକ୍ନିସିଆନ ଙ୍କ ଠାରୁ ତାଲିମ ପ୍ରାପ୍ତ କରିଥିଲେ ।

ନୂତନ ଜ୍ଞାନକୈଶଳ ଆବଶ୍ୟକତା ଏବଂ ଉପେଯୋଗିତ ବିଷୟରେ ଜ୍ଞାନ ଆହରଣ କରିଥିଲେ । ସୋରୁମ ପରିଚାଳକ ଜି ଶାଇ ଓ ଏସ୍ ବାବା ପ୍ରସାଦ ପୂର୍ଣ୍ଣ ସହଯୋଗ କରିଥିଲେ ବିଦ୍ୟାଳୟ ର ଭାରାପାପ୍ତ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତି ଗିତାଞ୍ଜଳି ସାହୁ ,ଧଳାମୂଳକ ଶିକ୍ଷାର ପ୍ରଶିକ୍ଷକ ଆକାଶ ପାଣିଗ୍ରାହୀ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ସଂଯୋଜନା ରେ ପୂର୍ଣ୍ଣ ସହଯୋଗ କରିଥିଲେ