ଦୃତ ପାଲଟିଛନ୍ତି ଯୋଗାଣ ନିରିକ୍ଷକ ଲାଞ୍ଚ ଟଙ୍କରେ ପ୍ରଶଂସିତ ହେବାକୁ ଉଦ୍ୟମ

34

ରାୟଗଡ଼ା,୧୦-୯(ଜିଲ୍ଲା ଖବର) ରାୟଗଡ଼ା ଜିଲ୍ଲା ମୁନିଗୁଡା ଓ ଚନ୍ଦ୍ର ପୁରର ଏହି ଦୁଇ ଗୋଟି ବ୍ଲକରେ ଦୁଇ ବର୍ଷ ଧରି ଯୋଗାଣ ନିରିକ୍ଷକ ଭାବେ କାର୍ୟ୍ୟ କରି ଆସୁଥିବା ଅଧିକାରୀ ମାନସ ରଞ୍ଜନ ଜେନା ଙ୍କ ଦୃତ ଚରମ ସୀମାରେ ଟପିଯାଇଛି। ଗତ ଦିନରେ ଧାନ ମଣ୍ଡି ମାନଙ୍କର ହେର ଫେର କୁ ନେଇ ଖବର କାଗଜରେ ଖବର ପ୍ରସାରଣ ହେବାପରେ ଯୋଗାଣ ନିରିକ୍ଷକ ଶ୍ରୀ ଜେନା ଦୃତ ପାଲଟି ଲାଞ୍ଚ ଟଙ୍କରେ ନିଜେ ପ୍ରଶଂସିତ ହେବାପାଇଁ ନିଜ ଷଡ଼ଯନ୍ତ୍ର ଚଳାଇଥିବାର ଘୁମର ପଦାରେ ପଡ଼ିଛି। ଶ୍ରୀ ଜେନା ଙ୍କ ସପକ୍ଷରେ କିଛି ଏମ୍ ଡି କହୁଥିବା ନେଇ ସର୍ବ ସାଧାରଣ ଉପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଉକ୍ତ ଅଧିକାରୀ ମାନଙ୍କ ସିଧାସଳଖ ଲାଞ୍ଚ ଖବର ମନ ବୃତ୍ତି କୁ ପଦାରେ ପକାଇ ଦେଇଛନ୍ତି। ନିଜେ ପ୍ରଶଂସିତ ହେବାପାଇଁ ନିଜ ସମ୍ପର୍କରେ ଆମ ସହିତ ଯୋଗାଯୋଗ ନକରି ମିଥ୍ୟା ଖବର ପ୍ରସାରଣ କରି ଥିବା ମୁନିଗୁଡା ଏମ୍ ଡି ଆଦିତ୍ୟ ମହାଙ୍କୁଡ, ଚନ୍ଦ୍ର ପୁର ଏମ୍ ଡି ଜିତେନ୍ଦ୍ର ନିଶାଲ ଓ ଆମ୍ବାଦୋଳା ଏମ୍ ଡି ଶେଙ୍କେର ରାଓ କହିଛନ୍ତି। ଏହି ଘଟଣା ସମ୍ପର୍କରେ ଆମେ ରାୟଗଡ଼ା ଓ ଗୁଣୁପୁର ଯୋଗାଣ ବିଭାଗ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ଆଗାମୀ ସପ୍ତାହ ମଧ୍ୟରେ ଶ୍ରୀ ଜେନା ଙ୍କ ପ୍ରତି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦେଖାଯାଉ ଦୃତ ଯୋଗାଣ ନିରିକ୍ଷକ ଙ୍କ ମନ ମୁଖୀ କାର୍ୟ୍ୟ କଳାପ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ କାର୍ୟ୍ୟାଳୟରେ ବାଜୁଛି କି? ନାହିଁ ଆଗାମୀ ଦିନରେ ଜଣାପଡ଼ିବ।