
ଭଞ୍ଜନଗର,୦୬/୦୧: ଭାରତ ବର୍ଷରେ ୫୦ପ୍ରକାର ଗୋବଂଶକୁ ଜାତ୍ୟ ମାନ୍ୟତା ମିଳିଅଛି ଦୁଧିଅଓଳି ଓ ହଳଲଙ୍ଗଳ ଉପଯୋଗୀ ଭାବେ ଦୁଇପ୍ରକାର ପ୍ରକାର ଭେଦ ହୋଇଅଛି ୧୦ପ୍ରତିଶତ ଦୁଧିଅଓଳି ଥିବା ବେଳେ ୯୦ ଭାଗ ଗୋବଂଶ ଗ୍ଦଗ୍ଧrବଙ୍ଗ ବା ଡ୍ରାଫ୍ଟ ପଶୁଧନ ବୋଲି କୁହନ୍ତି ଓ ଏହି ଶ୍ରେଣୀର ଘୁମୁସରୀ ଗୋବଂଶ ଭାବେ ପରିଚିତ ଓ ଜାତୀୟ ମାନ୍ୟତା ପ୍ରାପ୍ତ ଘୁମୁସରୀ ଗୋପ୍ରଜାତୀ ଗୋବର ଓ ଗୋମୁତ୍ର ଗୁରୁତ୍ଵ ଉପରେ ଏକ କର୍ମଶଓଳଓ ଗୋବରା ବୁଢା କେନ୍ଦୁ ପୀଠ ଠାରେ ଆୟୋଜିତ ହୋଇଥିଲା । ଭଞ୍ଜନଗର କୃଷିବିଜ୍ଞାନ କେନ୍ଦ୍ର କାର୍ୟ୍ୟକାରୀ ବୈଜ୍ଞାନୀ ଶିତୁନ ଶତପଥୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସ୍ଵଦେଶୀ ଘୁମୁସରୀ ଗୋବଂଶ ଗୋବର ଅଞ୍ଚଳର କୃଷକ ଓ ଗୋପାଳଙ୍କ ବର ସଦୃଶ୍ୟ ଓ ଏହି ଗୋବର ଖତ ଦ୍ଵାରା ଜୈବିକ ଚାଷ ହୋଊଅଛି ଯାହାର ଉପ୍ତାଦନ ସ୍ଵାଦିଷ୍ଟ, ସୁଭାସିତ ଓ ଅନ୍ୟଓନ୍ୟ ପନିପରିବା, ଫଳମୂଳ ଠାରୁ ଅଧିକ ସମୟ ବିନା ଫ୍ରିଜରେ ରହି ଥାଏ ଯାହା ଆମର ସ୍ୱାସ୍ଥ୍ୟ ବର୍ଦ୍ଧକ ଯାହା ଏଜନିତ କୃଷି ଜାତ ପଦାର୍ଥ ବଜାର ଦର ଅଧିକ ଓ ନିରନ୍ତର ଚାହିଦା ଥିବା ହେତୁ ଘୁମୁସରୀ ଗୋପ୍ରଜାତୀ ସଂରକ୍ଷଣ ଓ ବିକାଶ ନିତ୍ୟାନ୍ତ ଜରୁରୀ ଓ ଏ ଗୋବରକୁ ଜିଆଖତରେ ପରିଣତି କଲେ ଚାଷୀମାନେ ତାଙ୍କର ରୋଜଗାର ଦୁଇଗୁଣା ହେବ ଓ କେନ୍ଦ୍ରର ବରିଷ୍ଠ ବୈଜ୍ଞାନୀ ପ୍ରଶାନ୍ତ ପଣ୍ଡା ଯୋଗ ଦେଇ ଘୁମୁସରୀ ଗୋପ୍ରଜାତୀ ଗୋବର ଜନିତ ପଞ୍ଚଗବ୍ୟ, ଗୋମୁତ୍ର ଆଧାରିତ ସଞ୍ଜିବନୀ ରସ ମାଧ୍ୟମରେ କମ ଖର୍ଛ ରେ ବିଭିନ୍ନ ଫସଲର ରୋଗ ପୋକର ଉପସମ ହୋଇପାରିବ ସେ ଉପରେ ଗୋପାଳ ଓ ଚାଷୀଙ୍କୁ ତାଲିମ ଦେଇଥିଲେ ଓ ଘୁମୁସର ସୋରଡା ଓ ବେଲଗୁଣ୍ଠଓ ସର୍ବଓଧିକ ଥିବା ଅଞ୍ଚଳରେ ଘୁମୁସରୀ ଗାଈଗୋଠ ଯାହାର ଗୋପ୍ରାଣୀ ୫୦ରୁ ୧୦୦୦ ବିଶିଷ୍ଟ ଗୋପାଳ ମାନେ ରଖିଥାନ୍ତି ଯାହାର କ୍ଷୀର ଠାରୁ ଗୋବରରେ ଅଧିକ ପଇସା ପାଇଥାନ୍ତି ତେଣୁ ଏ ଉପରେ ଘୁମୁସରୀ ଗୋ-ପ୍ରଜାତୀ ବିକାଶ ଓ ସଂରକ୍ଷଣ ସୁରକ୍ଷା ନିମିତ ପ୍ରମୁଖ ପ୍ରକାଶ ଚନ୍ଦ୍ର ସାହୁ ଗୁରୁତ୍ଵ ଦେବା କଥା କହିଛନ୍ତି ଓ


