Wednesday, November 11, 2026
Home ମନୋରଞ୍ଜନ ଜନସାଧାରଣଙ୍କ ପରିଦର୍ଶନ ପାଇଁ ରାଷ୍ଟ୍ରପତି ଭବନ ଓ ମୋଗଲ ଉଦ୍ୟାନ ଜାନୁଆରୀ ୨୩,୨୫ ଓ ୨୬ରେ...

ଜନସାଧାରଣଙ୍କ ପରିଦର୍ଶନ ପାଇଁ ରାଷ୍ଟ୍ରପତି ଭବନ ଓ ମୋଗଲ ଉଦ୍ୟାନ ଜାନୁଆରୀ ୨୩,୨୫ ଓ ୨୬ରେ ବନ୍ଦ ରହିବ

44

ନୂଆଦିଲ୍ଲୀ,୧୫/୦୧/୨୦୨୦ ; ସାଧାରଣତନ୍ତ୍ର ଦିବସ ପରେଡ ୨୦୨୦ ଦୃଷ୍ଟିରୁ ଜାନୁଆରୀ ୨୩, ୨୫ ଓ ୨୬, ୨୦୨୦ ତାରିଖରେ ଜନସାଧାରଣଙ୍କ ପରିଦର୍ଶନ ପାଇଁ ରାଷ୍ଟ୍ରପତି ଭବନ ଓ ମୋଗଲ ଉଦ୍ୟାନ ବନ୍ଦ ରହିବ ।