Home ଆଞ୍ଚଳିକ ସର୍ବ ଭାରତୀୟ 14 ତମ ଜାତୀୟ ବରିଷ୍ଟ Futsal( ଫୁଟ୍ ସଲ) ଚାମ୍ପିୟନ କପ 2022

ସର୍ବ ଭାରତୀୟ 14 ତମ ଜାତୀୟ ବରିଷ୍ଟ Futsal( ଫୁଟ୍ ସଲ) ଚାମ୍ପିୟନ କପ 2022

92

ଆସାମର ଗୋହାଟୀ ଠାରେ 28. 12. 22 ଠାରୁ 30.12.22 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, ଏଣୁ ଓଡ଼ିଶାରୁ ୟୁନିଟ୍ 1 ପାଇଁ ଶ୍ରୀତିଜ, ହେମନ୍ତ, ତିଟସ୍, ଲଗାନ୍, ଚର୍ଚ୍ଚି, ଅବଦେଶ, ଆଶିଶ ଓ ବିଜଯ ମନୋନୀତ ହୋଇଛନ୍ତି | ଏହି ଜାତୀୟ ଖେଳାଳୀ ମାନେ ଗତ କାଲି ଭୁବନେଶ୍ଵର ରୁ ଗୋହାଟୀ ଅଭିମୁଖେ ଯାତ୍ରା କରିଛନ୍ତି ଏବଂ ଏହି ଖେଳାଳୀ ମାନେ giet ବିଶ୍ଵ ବିଦ୍ୟାଳୟର ଇଞ୍ଜିନିୟରିଂ ଛାତ୍ର ଅଟନ୍ତି, ଏଣୁ ଗାନ୍ଧୀ ଗ୍ରୁପ ର ଅଧ୍ୟକ୍ଷ ଡଃ ସତ୍ୟ ପ୍ରକାଶ ପଣ୍ଡା, ସମ୍ପାଦକ ଡ ଚନ୍ଦ୍ର ଧ୍ଵଜ ପଣ୍ଡା, ଡ ଜଗଦୀଶ ପଣ୍ଡା ସମସ୍ତ ଖେଳାଳି ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି |ଏମାନଙ୍କ କୋଚ ଓ ମ୍ୟାନେଜର ଭାବେ ରମେଶ ମିଶ୍ର ଗୋହାଟୀ ଯାଇଛନ୍ତି |ଏହାର ସମାବର୍ତ୍ତନ ଉତ୍ସବରେ ଆସାମର labour minister ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି |ଓଡିଶା A ପ୍ରଥମ ମ୍ଯାଚ ଖେଳି Gujarat କୁ 3/3 ଗୋଲ ରେ draw କରିଥଲେ, ପରବର୍ତ୍ତୀ ମ୍ଯାଚ ବିହାର ସହ 10 /0 ଗୋଲ ରେ ଜିତି quarter final ରେ ଆସାମ A ସହ ଖେଳି 6/4 ଗୋଲ ରେ ପରାସ୍ତ ହୋଇ ଛନ୍ତି | ସର୍ବ ଭାରତୀୟ 14 ତମ ଜାତୀୟ ବରିଷ୍ଟ futsal( ଫୁଟ୍ ସଲ) ଚାମ୍ପିୟନ କପ 2022 ଆସାମର ଗୋହାଟୀ ଠାରେ 28. 12. 22 ଠାରୁ 30.12.22 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, ଏଣୁ ଓଡ଼ିଶାରୁ ୟୁନିଟ୍ 1 ପାଇଁ ଶ୍ରୀତିଜ, ହେମନ୍ତ, ତିଟସ୍, ଲଗାନ୍, ଚର୍ଚ୍ଚି, ଅବଦେଶ, ଆଶିଶ ଓ ବିଜଯ ମନୋନୀତ ହୋଇଛନ୍ତି | ଏହି ଜାତୀୟ ଖେଳାଳୀ ମାନେ ଗତ କାଲି ଭୁବନେଶ୍ଵର ରୁ ଗୋହାଟୀ ଅଭିମୁଖେ ଯାତ୍ରା କରିଛନ୍ତି ଏବଂ ଏହି ଖେଳାଳୀ ମାନେ giet ବିଶ୍ଵ ବିଦ୍ୟାଳୟର ଇଞ୍ଜିନିୟରିଂ ଛାତ୍ର ଅଟନ୍ତି, ଏଣୁ ଗାନ୍ଧୀ ଗ୍ରୁପ ର ଅଧ୍ୟକ୍ଷ ଡଃ ସତ୍ୟ ପ୍ରକାଶ ପଣ୍ଡା, ସମ୍ପାଦକ ଡ ଚନ୍ଦ୍ର ଧ୍ଵଜ ପଣ୍ଡା, ଡ ଜଗଦୀଶ ପଣ୍ଡା ସମସ୍ତ ଖେଳାଳି ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି |ଏମାନଙ୍କ କୋଚ ଓ ମ୍ୟାନେଜର ଭାବେ ରମେଶ ମିଶ୍ର ଗୋହାଟୀ ଯାଇଛନ୍ତି |ଏହାର ସମାବର୍ତ୍ତନ ଉତ୍ସବରେ ଆସାମର labour minister ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି |ଓଡିଶା a ପ୍ରଥମ ମ୍ଯାଚ ଖେଳି gujarat କୁ 3/3 ଗୋଲ ରେ draw କରିଥଲେ, ପରବର୍ତ୍ତୀ ମ୍ଯାଚ ବିହାର ସହ 10 /0 ଗୋଲ ରେ ଜିତି quarter final ରେ ଆସାମ a ସହ ଖେଳି 6/4 ଗୋଲରେ ପରାସ୍ତ ହୋଇ ଛନ୍ତି |