
ବେଲଗୁଣ୍ଠା ୨୪/୧୨: ଓଡିଶା ସରକାର ଙ୍କ ପୂର୍ତ୍ତ ବିଭାଗ ତରଫରୁ କଣ୍ଟେଇପଲ୍ଲୀ – ସୋରଡ଼ା ରାସ୍ତା ପ୍ରଶସ୍ତିକରଣ ସହ ଉନ୍ନତି ପାଇଁ ୨୬ କୋଟି ଟଙ୍କା ଅଟକଳ ଧାର୍ୟ୍ୟକରାଯାଇଛି । ଏହାକୁ ଆସିକା ସାଂସଦ ପ୍ରମିଳା ବିଷୋୟୀ ଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି କ୍ଷ ସ୍ୱତନ୍ତ୍ରଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ଯୋଗଦେଇ ରାସ୍ତା ର କାର୍ୟ୍ୟାଖସଡ଼ା ପରଖିବା ସହ ନିଦ୍ଧାରିତ ସମୟରେ କାଯ୍ୟ ସମାପ୍ତ କରିବାକୁ ନିର୍ଦେଶ ଦେଇଥିଲେ କ୍ଷ କାର୍ୟ୍ୟକ୍ରମ କୁ ପୂର୍ତ୍ତ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ , ପ୍ରମୁଖ ଯୋଗଦେଇଥିଲେ । ଏହାକୁ
କନିଷ୍ଠ ଯନ୍ତ୍ରୀ ସଂଯୋଜନା କରିଥିଲେ କ୍ଷ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକ, ଉପାଧ୍ୟାକ୍ଷା ପ୍ରମିଳା ପ୍ରଧାନ, ଜ଼ିଲ୍ଲପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ, ସରପଞ୍ଚ ଦୁର୍ଗାମାଧବ ନାୟକ, ସମିତି ସଭ୍ୟ ବିଭୂପାଦ ଜେନା,ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁ , ଯୁବସଭାପତି ଶିବରାମ ରାଉତ, ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଗୌଡ଼, ସିମାଞ୍ଚଳ ବିଷୋୟୀ, କୃଷକ ନେତା



