କ୍ଷତ୍ରିୟବରପୁର ସ୍ନାତକ ମହାବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ଶିବିର

67

ବେଲଗୁଣ୍ଠା, ୨୧/୧୨ : ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଭଞ୍ଜନଗର ଉପଖଣ୍ଡ ତରଫରୁ ଏକ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି ଓ ଅନୁଷ୍ଠାନ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଭଞ୍ଜନଗର ଉପଖଣ୍ଡ କାର୍ୟ୍ୟାଳୟ ପକ୍ଷରୁ ଅଶୋକ କୁମାର ରଥ ସଂଯୋଜକ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବ୍ୟାଙ୍କ୍ ,ଏଟିଏମ୍, ଡ଼ିଜିଟାଲ ନେଣଦେଣ ପ୍ରକ୍ରିୟା ସମ୍ପର୍କରେ ବୁଝାଇବା ସହିତ ସାଇବର ଠକେଇ ପ୍ରତି ସାବଧାନ ରହିବାକୁ ସଚେତନତା କରିଥିଲେ ଓ କାର୍ୟ୍ୟକ୍ରମରେ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ,ରଞ୍ଜତ୍ କୁମାର ଦାସ,ଅମୂଲ୍ୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ଓ କାର୍ୟ୍ୟକ୍ରମ ଶେଷରେ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ ଓ