Sunday, October 11, 2026
Home ଆଞ୍ଚଳିକ ଜନ୍ମ ମାଟିରେ ପହଞ୍ଚିଲା ସାଂସଦଙ୍କ ମର ଶରୀର

ଜନ୍ମ ମାଟିରେ ପହଞ୍ଚିଲା ସାଂସଦଙ୍କ ମର ଶରୀର

53

ବଡ଼ଚଣ।୧୩/୧୨: ଜନ୍ମ ମାଟିକୁ ଫେରିଲା ପୂର୍ବତନ ସାଂସଦ ମୋହନ ଜେନାଙ୍କ ମର ଶରୀର,ମୋହନଙ୍କ ଆଜି ଝୁରୁଛି ବଡ଼ଚଣା ମାଟି,ଭଦ୍ର ମିଲାପି ପରୋଉପକାରି ଥିଲେ ମୋହନ, ପୂର୍ବତନ ସାଂସଦ ମୋହନ ଙ୍କ ପାଇଁ ବଡ଼ଚଣା ସମେତ ସମଗ୍ର ଯାଜପୁର ଜିଲ୍ଲା ଆଜି ଅତ୍ୟନ୍ତ ଶୋକାକୁଳ,ମର ଶରୀର କୁ ମୋହନଙ୍କ ନିଜ ଜନ୍ମ ମାଟି ବଡ଼ଚଣା ସ୍ଥିତ ଧାନମଣ୍ଡଳକୁ ନେଇ ସମ୍ପନ୍ନ ହେବ ଶେଷ କୃତ,ମୋହନଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ବଡ଼ଚଣା ବିଜେପି ନେତାଙ୍କ ସମେତ ମୋହନଙ୍କ ଅବଦାନ ଥିବା ଶିକ୍ଷା ଅନୁଷ୍ଠାନର ଅଧକ୍ଷା। ବଡ଼ଚଣା ମାଟି ଆଜି ଝୁରୁଛି ସାଂସଦ ମହାନ ଜେନାଙ୍କୁ, ବଡ଼ଚଣା ର ବିଭିନ୍ନ ସ୍ଥାନରେ ଭବ୍ୟ ସ୍ଵାଗତ ସହ ପୁଷ୍ପ ମାଲ୍ୟା ଅର୍ପଣ କରାଯାଇଥିଲା।