Home ଆଞ୍ଚଳିକ ପ୍ରଶାନ୍ତ ବୈଦ୍ୟ ଭୂଷଣ ଙ୍କ ପରଲୋକ

ପ୍ରଶାନ୍ତ ବୈଦ୍ୟ ଭୂଷଣ ଙ୍କ ପରଲୋକ

12

ରାୟଗଡ଼ା,୧୦/୧୨ ( ଜିଲ୍ଲା ଖବର) : ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡାକୁଲୁଗୁଡା ଗ୍ରାମର ଜଣେ ଶାନ୍ତ ଶରଳ ବ୍ୟକ୍ତି ପ୍ରଶାନ୍ତ ବୈଦ୍ୟ ଭୂଷଣ ବୟସ (୬୨) ଙ୍କ ଚିକିତ୍ସା ଧୀନ ଅବସ୍ଥାରେ ବିଷମକଟକ ମେଡିକାଲ ରେ ମୃତ୍ୟୁ ବରଣ କରିଛନ୍ତି। ସେ ଜଣେ ଶାନ୍ତ ଶରଳ ବ୍ୟକ୍ତି ଥିଲେ। ପ୍ରାୟ ଏକ ବର୍ଷ ଧରି ସେ ଅସୁସ୍ଥ ଥିଲେ। କିଛି ଦିନ ତଳେ ଦେହ ଅସୁସ୍ଥ ହେବାରୁ ବିଷମକଟକ ଖ୍ରୀଷ୍ଟୀୟାନ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ମୃତ୍ୟୁରେ ଡାକୁଲୁଗୁଡା ପଂଚାୟତ ରେ ଶୋକରେ ଛାୟା ଖେଳିଯାଇଛି।
ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ପାଖରେ ଭାଇ, ଭାଉଜ,ପୁଅ,ବୋହୁ ,ପୁତୁରା,ନାତି, ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ।