
ରାମନlଗୁଡ଼ା,୨୫/୧୧(ଜିଲ୍ଲା ଖବର) : C PI(ml)Liberation ତରଫରୁ ରାମନlଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଗୁପାଡୁ ପଞ୍ଚାୟତ ର କେରାଣ୍ଡି ଗୁଡା ନିକଟ ଆଡାମଗୁଡା ଠାରେ ବ୍ଲକ ସ୍ତରୀୟ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଗାଁ ର ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ।
ଦେଶରେ ଗ୍ରାମୀଣ ଯେତ ମଜଦୁର ମାନକଂ ର ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗ୍ରାମାଞ୍ଚଳରେ ରହୁଥିବା କ୍ଷେତ ମଜଦୁର ମାନକଂ ର ରହିବାକୁ ସ୍ଥାୟୀ ବ୍ୟବସ୍ଥା ନାହିଁ। ରୋଜଗାର ର ଅଭାବ କମ ମଜୁରୀ – ଦରଦାମ ବୃଦ୍ଧି ଭିତରେ କ୍ଷେତ ମୁଲିଆ ଆଜି ଜର୍ଜରିତ l ପ୍ରତେକ ଗରିବ ଯେତ ମୁଲିଆମାନକଂ ର ସାମାଜିକ ସୁରକ୍ଷା ଆଜି ବିପନ୍ନ। ସରକାର ସମସ୍ତଙ୍କ ଲାଗି ସାମାଜିକ ସୁରକ୍ଷା ନାମର ମାତ୍ର 500 ଟକାଂ ଧରାଇ ଦେଇ ବା ବା ନେବା ରେ ବ୍ଯସ୍ତ l
2022 ଡିସେମ୍ବର 12- 13 ଦୁଇ ଦିନ ଗୁଣପୁର ଠାରେ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ l
ସିପିଆଇ ( ଏମଏଲ)ଲିବରେସନ ତରଫରୁ ସର୍ବ ଭାରତୀୟ ସମ୍ମିଳନୀ ବିହାର ର ରାଜଧାନୀ ପାଟନା ଠାରେ 2023 ଫେବୃଆରୀ 15 – 20 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଏହାକୁ ସଫଳ କରିବା ପାଇଁ ଆହ୍ବାନ ଦିଆଯାଇଥିଲା
ଦାବି ସମୁହ
1 – ଗୋଗୁପାଡୁ ପଞ୍ଚାୟତ ର ଅସଲଗାଣ୍ଡା – ଆଚପାଗୁଡା- ଆଡାମଗୁଡା_ ଅଡବାଇ – ପାଲିକିଡାଗଂ – କିଡିଡାଗଂ – ଆମ୍ଭ ଗୁଡା – କେରାଣ୍ଡି ଗୁଡା – ଅlର୍ଶପାଇଗୁଡା – ସିକଲା ଉକ୍ତ 10 ଗୋଟି ଗାଁ 1000 ରୁ ଉର୍ଦ୍ଧ ରେସନ କାର୍ଡ ଧାରୀ ଲୋକ ମାନଙ୍କୁ ପାଲିକିଡାଗଂ ଗାଁରେ ପଞ୍ଚାୟତ ର ଚାଉଳ ଚିନି – ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ଦିଆଯାଉ।
2 – ସମସ୍ତ ରେସନ୍ କାର୍ଡ ଓ ରେସନ୍ କାର୍ଡ ଦେବା ସହ 50 କେଜି ଚାଉଳ ଏବଂ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ଦିଆଯାଉ।
3 – କେନ୍ଦ୍ର ସରକାର ଙ୍କ ଜଂଗଲ ଅଧିକାର ଆଇନ 2022 ଓ ଗ୍ରାମ ସଭା କୁ ଅକାମୀ କରି ଦେବା ଚକ୍ରାନ୍ତ ବଦଂ କରାଯାଉ।
4 – ସମସ୍ତ କ୍ଷେତ ମଜଦୁର ମାନକୁଂ ଶିକ୍ଷା – ସ୍ୱାସ୍ଥ୍ୟ – ଘର ଡିହ ପଟା ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଉ।
5 – ରାମନlଗୁଡ଼ା ବ୍ଲକ ଗୋଗୁପାଡୁ ପଞ୍ଚାୟତ ର ଆଡାମଗୁଡା – ଆଚବା – ଗୋଟା – କେରାଣ୍ଡି ଗୁଡା – ଗାଁ ରେ ଭୋଗଦଖରେ ରହିଥିବା ଜମି କୁ ଆନ୍ଧ୍ର ପ୍ରଦେଶର ଜମିଦାର ମାନେ ବେନାମୀ ଦଲିଲ୍ ରଧ୍ୟ କରିବା ସହ ପିରିଗୁଡା ମୌଜା ର ଲାଉଗୁଡା ନିକଟ ରେ ଓଡିଶା ବୋଡର ରହିଥିବା ପ୍ରାୟ 50 ଏକର ଜମି ଉପରେ ଆନ୍ଧ୍ର ପ୍ରଦେଶ ଦଖଲ କରିବା ଜମି ଲାଉଗୁଡା ଆଦିବାସୀ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଉ।
6 – ସମସ୍ତ ଗରିବ ମାନକୁଂ ଜବ କାର୍ଡ ଯୋଗାଇ ଦେବା ଓ ବର୍ଷ କୁ 200 ଦିନ କାମ ଦୈନିକ 600 ଟକାଂ ଯୋଗାଇ ଦିଆଯାଉ ।
7 – ପ୍ରତ୍ୟେକ ବାର୍ଦ୍ଧକ୍ଯ- ବିକଳାଙ୍ଗ ଗରିବ ଲୋକ ମାନକୁଂ ମାସକୁ 3000 ଟକାଂ ପଞ୍ଚାୟତ କାର୍ଯ୍ୟାଳୟ ରେ ପେନସନ ଦିଆଯାଉ।
8 – ସମସ୍ତ ଗରିବ ଲୋକ ମାନକୁଂ 200 ୟୁନିଟ୍ ବିଦ୍ୟୁତ୍ ମାଗଣା ରେ ଯୋଗାଇ ଦିଆଯାଉ।
9 – ସମସ୍ତ ଗରିବ ଲୋକ ମାନକୁଂ ଜଗଂଲ ଜମି -ଘର ଡିହ ପଟା ଯୋଗାଇ ଦିଆଯାଉ।
10 – ରାମନlଗୁଡ଼ା ବ୍ଲକ ରେ କାଟିକି – ଲାଉଗୁଡା- କୋପିରିଗୁଡା – ସୁଲୁଡି ପାକା – ରେ ରହିଥିବ ସିଂଲି ଜମି ଗୁଡ଼ିକୁ ଆନ୍ଧ୍ରପ୍ରଦେଶ ର ଜମିଦାରମାନେ ବେନାମୀ ଭାବେ ନେଇଛନ୍ତି ଏହାକୁ ବାହାର କରି ଆଦିବାସୀ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଉ।
11 – ଗରଣ୍ଡା ସର୍କଲ ରେ – ପାଲିକିଡାଗଂ- କେରାଣ୍ଡି ଗୁଡା – ସିକିଲା – ଅଡବାଇ ଆଚବା – ପରିବା- ପିଟିଲାମ୍ଭିଗିଂ- ପାକଲାମ୍ଭିଗିଂ – ବୁତିଗଂ – ପୋଡସିଂ – ଆଜାରଡାଗଂ – ପାଡୁଡି ସୁବାଇ – ଅରମଡା – ପାତ୍ରପୁଟ – ହାଡୁ ଗୁଡା – ପlଣ୍ଡରଝୋଲି – ଟୁବେଗଂ – 16 ଗୋଟି ମୈଜା ରେ ଆଦିବାସୀ ମାନଙ୍କ ଭୋଗ ଦଖଲ ରେ ରହିଥିବା ଜମି ଓ ଆଦିବାସୀ ମାନଙ୍କ ପଟା ଜମି ଗୁଡ଼ିକ ଆନ୍ଧ୍ର ପ୍ରଦେଶ ର ଜମିଦାରମାନେ ବେନାମୀ ଭାବେ – RI (ଆର ଆଇ)କୁଂ ଧରି ଜମି ଲୁଟ କରିଛନ୍ତି ଏହାକୁ କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରି ଆଦିବାସୀ ମାନଙ୍କ ମଧ୍ୟରେ ବଣ୍ଟନ ବ୍ୟବସ୍ଥା କରାଯାଉ।
1 – ଦାସୁରୁ ବିଡିକା
2 – ଶୁଣୁ ମଣ୍ଡାଙ୍ଗି
3 – ସନ୍ୟା ଶବର
4 – ଛlନ୍ତି ମlଣ୍ଡାଙ୍ଗି
5 – ଶରତ ଶବର
6 – ବୁଡା ବିଡିକା ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ





