25 ହଜାର ଲିଟର ଦେଶୀ ମଦନଷ୍ଟ କଲା ଅବକାରୀ ବିଭାଗ

14


ଜଳେଶ୍ଵର୨୫/୧୧(ଜିଲ୍ଲା ଖବର) : ଅବକାରୀ ମନ୍ତ୍ରୀ ଅଞ୍ଚଳ ରେ ରୋକ୍ ଲାଗୁନି ଚୋରା ମଦ କାରବାର । ଆଜି ସକାଳୁ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ କୁଷଗଡ ଫାଣ୍ତି ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଅବକାରୀ ଚଢଉ କରି 25 ହଜାର ଲିଟରରୁ ଊର୍ଦ୍ଧ୍ବ ଦେଶୀ ରନ୍ଧା ମହୁଲି ମଦ ଭାଟି ଜବତ କରି ନଷ୍ଟ କରିଛି । ତା ସହିତ ୪ ଜଣଙ୍କୁ ଗିରଫ କରିଛି। ଯାହାର ଆନୁମାନିକ ମୂଲ୍ୟ 10 ଲକ୍ଷ ଟଙ୍କାରୁ ଅଧିକ ହେବ ।