
ବେଲଗୁଣ୍ଠା ,୯,୧୧: ବେଲଗୁଣ୍ଠା ବ୍ଲକ ଅଧିନ ମଙ୍ଗଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜିଲିବା ଗ୍ରାମ ର ୪୯ ନଂ ଯୋନ ର ଜିଲ୍ଲା ପରିଷଦ ସଭ୍ୟ ବିଦ୍ୟାଧର ବିଶୋଇଙ୍କ ଆଜି ସକାଳ ୫,୩୦ ମିରେ ଜିଲିବା ସ୍ତି ତ ନିଜ ବାସଭବନରେ ତାଙ୍କ ମାତା ମାୟା ବିଶୋଇଙ୍କ ୮୭ ବର୍ଷ ରେ ଦେହାନ୍ତ ହେଇଯାଇଛି।ସେ ଜଣେ ଧର୍ମ ପରାୟଣ ଓ ପରୋପକାରୀ ମହିଳା ଥିଲେ । ତାଙ୍କର ଚାରି ପୁତ୍ର ଓ ପୁତ୍ରବଧୁଓ ଦୁଇଝିଅ ଓ ଜାମାତା ଏବଂ ନଟିନାତୁଣୀ ପାର୍ଥିବସାରିର ନିକଟରେଉପସ୍ଥିତ ଥିଲେ ।ମୃତ୍ୟୁ ଖବର ଶୁଣି ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତି ଶେଷ ଦର୍ଶନ କରିବାପାଇଁ ଉପସ୍ଥିତ ଥିଲେ ।ପଞ୍ଚାୟତସମିତି ଅଧକ୍ଷ ପ୍ରଶାନ୍ତ କୁମାର ନାୟକ,ମଙ୍ଗଳପୁର ସରପଞ୍ଚ ପ୍ରତିନିଧି ଜ୍ୟୋତି ରଞ୍ଜନ ନାୟକ,ବଦବୋରସିଙ୍ଗି ସରପଞ୍ଚ ରାମେଶ୍ୱର ପାତ୍ର, ପିତାମ୍ବର ଆପଟ,ସ୍ୱାମୀବିବେକାନନ୍ଦ ଶିକ୍ଷାକେନ୍ଦ୍ର ମଙ୍ଗଳପୁର ସଭାପତି ମାଧବ ଚନ୍ଦ୍ର ଆପଟ ସମେତ ବହୁ ମାନ୍ୟ ଗଣଲୋକ ଉପସ୍ଥିତ ରହି ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଵୋକାକୁଳ ପରିବେଶରେ ନିଜ ଗ୍ରାମ ଶ୍ୱାସନ ରେ ସବସଂସ୍କାର କରାଯାଇଥିଲ


