ସାକ୍ଷୀଗୋପାଳରେ ସେବା କାର୍ଯ୍ୟକ୍ରମ

57

ଭୁବନେଶ୍ୱର ୩/୧୧: ସାକ୍ଷୀଗୋପାଳରେ ସେବା ପ୍ରତିନିଧିର ମୁଖ୍ୟ ସଂଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ସାକ୍ଷୀ ଗୋପାଳ ଅଁଳା ନବମୀରେ ଦିବା ୮ ଘଟିକାରୁ ରାତ୍ର ୧୦ ଘଟିକା ପର୍ଜନ୍ତ ଧାରାବାହିକ ସେବାକାର୍ଯ୍ୟ, ଜନସାଧାରଣଙ୍କୁ ଧାଡ଼ିରେ ଦୀପ କଢ଼ା ପାଣି ବଣ୍ଟନ, ଝାଡୁ କରି ଜନ ସାଧାରଣ ତଥା ପୋଲିସ କର୍ମଚାରୀଙ୍କ ପ୍ରିୟ ପାତ୍ର ହୋଇ ପାରିଥିଲେ। ଏଥିରେ ସେବା ପ୍ରତିନିଧିର ମୁଖ୍ୟ ଶ୍ରୀ ମିଶ୍ର କରିବା ସୁଯୋଗ ଯେଉଁମାନେ ଦେଇଥିଲେ ତାଙ୍କୁ ସାଧୁବାଦ ଜଣାଇଥିଲେ