ରାଜହଂସ ଠାରେ ବିଧାୟକ ଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ

44

କଟକ, ୦୩/୧୧/୨୨ : କଟକ ସଦର ପଞ୍ଚାୟତ ସମିତି ଅନ୍ତର୍ଗତ ପରମ ହଂସ ଗ୍ରାମ ପଂଚାୟତ ଅଧିନସ୍ଥ ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ରୂପେ ଘୋଷିତ ଗ୍ରାମ ରାଜ ହଂସ ଠାରେ 14 ଟି ପ୍ରକଳ୍ପ ର ଉଦଘାଟନ ଓ ଲୋକାର୍ପିତ ଉତ୍ସବ ମହା ସମାରୋହ ରେ ହୋଇ ଯାଇଛି ବୁଧବାର ମଧ୍ୟାହ୍ନ ରେ ସ୍ଥାନୀୟ ସରପଞ୍ଚ ଓ କଟକ ସଦର ବ୍ଲକ ର ବହୁ ପଦାଧିକାରୀ ମାନଙ୍କ ଗହଣରେ କଟକ ସଦର ବିଧାୟକ ଶ୍ରୀ ଚନ୍ଦ୍ର ସାରଥୀ ବେହେରା 54 ଲକ୍ଷ୍ୟ 50ହଜାର ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପ ଗୁଡିକୁ ଉଦଘାଟନ କରିବା ସହିତ ଲୋକାର୍ପି କରି ଛନ୍ତି ଏହି ଅବସରେ ଶ୍ରୀ ବେହେରା ଲୋକମା ଙ୍କୁ ଉଦବୋଧନ ଦେବା ସହିତ ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ରାସ୍ତା ଘାଟର ମରାମତି ପାଇଁ ବିହିତ ପଦ କ୍ଷପ ନେବା ସହିତ ଅତିଶ୍ରୀଘ ତାହାକୁ ସମ୍ପନ କରିବାକୁ ପ୍ରତି ସୃତି ମଧ୍ୟ ଦେଇ ଥିଲେ
ଅନ୍ୟ ମାଙ୍କ ମଧ୍ୟରେ କଟକ ସଦର ବିଡ଼ିଓ ରାଜୀବ ଲୋଚନ ପରିଡା ଯେଇ ସୁଜାତା ସିଂ ଫକୀର ପଡା ପୂର୍ବତନ ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନର କାର୍ଯ୍ୟ କ୍ରମ ସମ୍ପର୍କ ରେ ଆଲୋକ ପାତ କରିଥିଲେ