Home ଆଞ୍ଚଳିକ କଳିଙ୍ଗ ବୈଷ ସମାଜ ସଙ୍ଘ ତରଫରୁ ଏକ ବନ୍ଧୁ ମିଳନ କାର୍ୟ୍ୟକ୍ରମ

କଳିଙ୍ଗ ବୈଷ ସମାଜ ସଙ୍ଘ ତରଫରୁ ଏକ ବନ୍ଧୁ ମିଳନ କାର୍ୟ୍ୟକ୍ରମ

52
ବନ୍ଧୁ ମିଳନ କାର୍ୟ୍ୟକ୍ରମ

କୋଟଗଡ଼,୦୯/୦୧/୨୦୨୦ (ସୁରେଶକୁମାରପଣ୍ଡା) ;କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଠାରେ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ କଳିଙ୍ଗ ବୈଷ ସମାଜ ସଙ୍ଘ ତରଫରୁ ଏକ ବନ୍ଧୁ ମିଳନ କାର୍ୟ୍ୟକ୍ରମ କରାଯାଇଥିଲା ଏହି କାର୍ୟ୍ୟକ୍ରମରେ କୋଟଗଡ଼ର ସମସ୍ତ କୁମୁଟି ସମାଜର ଲୋକ ଉପସ୍ଥିତ ରହି ଅନେକ ଗୁଡିଏ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ କୁନିକୁନି ଛୋଟ ପିଲାଙ୍କ ନାଚ ଗୀତ ପରିବେଷଣ କରିଥିଲେ I