Thursday, November 12, 2026
Home ଆଞ୍ଚଳିକ ନିର୍ଭୟା କଢ଼ି ଓ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

ନିର୍ଭୟା କଢ଼ି ଓ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

56

ଶେରଗଡ,୧/୧୧(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ କେ. କରଡାକଣା ଗ୍ରାମରେ ନିର୍ଭୟା କଢି ଓ ମୋ ଗେହ୍ଲାଝିଅ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆଭିମୁଖ୍ୟ,କିପରି ବାଲ୍ୟ ବିବାହ ମୁକ୍ତ ସହ ଶିଶୁ ଶ୍ରମିକ ରୋକଜାଇପରିବ ଏବଂ କିଶୋରୀ ବାଳିକାମାନଙ୍କୁ ନେଇ ବାଲ୍ୟ ବିବାହ ରୋକାଯାଇ ପାରିବ ସେ ନେଇ ସମସ୍ତ ସମାଜର ମୁଖିଆ ଙ୍କୁ ନେଇ ଆଲୋଚନା କରାଯିବା ସହ ସମସ୍ତ ପିଲା ସ୍କୁଲ୍ ରେ ପାଠପଢ଼ିପାରିବେ ଆଲୋଚନା କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ୟୁନିସେଫ ଡାଇରେକ୍ଟର ଓ ଅନ୍ୟ ଦେଶର କିଛି ପଦାଧିକାରୀ,ଷ୍ଟେଟ୍ ଡାଇରେକ୍ଟର, ବିଡିଓ, ଆଇଆଇସି, ହିଞ୍ଜିଳିକାଟୁ,ଶେରଗଡ଼, ଧରାକୋଟ, ଦିଗପହଣ୍ଡି,ପାତ୍ରପୁର, ବ୍ଲକ୍ ର CDPO, ଜିଲ୍ଲା କୋଡ଼ିନେଟର , ବ୍ଲକ୍ କୋଡ଼ିନେଟର , GP କୋଡ଼ିନେଟର ରାମକୃଷ୍ଣ ପଣ୍ଡା, ସରପଞ୍ଚ ଚନ୍ଦ୍ରମା ନାୟକ, ସମିତିସଭ୍ୟ ପ୍ରତିମା ସେଠୀ ଓ ସମସ୍ତ ସମାଜ ର କର୍ମୀ ସମସ୍ତ ଅଙ୍ଗନବାଡି କର୍ମୀ ଏମ ବି କେ ଯୋଗ ଦେଇଥିଲେ।