
ଗୁଣୁପୁର ,୨୧/୧୦(ଜିଲ୍ଲା ଖବର) :ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ,ଗୁଣପୁର ର ଧନ୍ଦାମୂଳକଶିକ୍ଷା ଅନ୍ତର୍ଗତ ଅଟେ। ମୋଟିଭ (ମୋଟର ଯାନ କାରିଗରୀ) ଟ୍ରେଡ ସମସ୍ତ ଛାତ୍ରୀ ଗଣ ଔଦ୍ୟୋଗିକ ପରିଭ୍ରମଣ ରେ ସ୍ଥାନୀୟ ବାଲାଜି ଡିପ୍ଳୋମା ଏବଂ ବିଜ୍ଞାନ ମହାବିଦ୍ୟାଳ ଗସ୍ତ କରି ମୋଟାରଯାନ ବିଭିନ୍ନ ଭାଗ ର କାର୍ଯ୍ୟପ୍ରଣାଳୀ , ମରାମତି ଇତ୍ୟାଦି ବିଷୟରେ ଅଧ୍ୟାପକ ପ୍ରଭୁଦତ୍ତ, ସାଗର ଆଚାରୀ, ବିନୋଦ ବୈଦ୍ୟ ଭୂଷଣ ଙ୍କ ଠାରୁ ତାଲିମ ପ୍ରାପ୍ତ କରିଥିଲେ ।ନୂତନ ଜ୍ଞାନକୈଶଳ ଆବଶ୍ୟକତା ଏବଂ ଉପେଯୋଗିତ ବିଷୟରେ ଜ୍ଞାନ ଆହରଣ କରିଥିଲେ । ଅନୁଷ୍ଠାନ ର ସମ୍ପାଦକ ଏଲ. ତିରୁ ମଲା ରାଓ ପୂର୍ଣ୍ଣ ସହଯୋଗ କରିଥିଲେ ବିଦ୍ୟାଳୟ ର ଭାରାପାପ୍ତ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତି ଗିତାଞ୍ଜଳି ସାହୁ ,ଧଳାମୂଳକ ଶିକ୍ଷାର ପ୍ରଶିକ୍ଷକ ଆକାଶ ପାଣିଗ୍ରାହୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ





