Friday, November 13, 2026
Home ଆଞ୍ଚଳିକ ସାଡେଚାରିକୋଟି ଓଡିଶା ର ହୃଦୟ ର ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ...

ସାଡେଚାରିକୋଟି ଓଡିଶା ର ହୃଦୟ ର ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ୭୭ ତମ ଜନ୍ମଦିନ ପାଳନ

45

ବ୍ରହ୍ମପୁର,୧୬/୧୦(ଜିଲ୍ଲା ଖବର) : ବ୍ରହ୍ମପୁର ବିଜୁ ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ଓଡିଶା ରାଜ୍ୟ ଯୋଜନା ବୋର୍ଡ ର ସଭ୍ୟ ତଥା ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ବ୍ରହ୍ମପୁର ମେୟର ତଥା ବିଜୁ ମହିଳା ଜନତା ଦଳ, ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ସଙ୍ଗମିତ୍ରା ଦଳାଇ, ଏବଂ ଏଥିରେ ଯୋଗଦାନ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ରାଜନୈତକ ସଚିବ ଶ୍ରୀଯୁକ୍ତ ଗୋପବନ୍ଧୁ ଦାସ, ଡେପୁଟି ମେୟର ବିବେକ ରେଡ୍ଡୀ,ଗଞ୍ଜାମ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଜୋନ ସଭାପତି ଜୋତି ରଞ୍ଜନ ସାହୁ, ମହିଳା ଜୋନ ସଭାନେତ୍ରୀ ମମତା ବିଶୋୟୀ ମହାନଗର ବିଜେଡି ସଭାପତି ବିଜୟ ସାମଲ , ମହାନଗର ମହିଳା ସଭାନେତ୍ରୀ ସୋନାଲି ଗନ୍ତାୟତ , ଯୁବ ସଭାପତି ଅଜିତ କୁମାର ପଣ୍ଡା , ଛାତ୍ର ସଭାପତି ସୋଭନ ନାୟକ ବରିଷ୍ଠ ନେତା ମନମୋହନ ଦଳାଇସମସ୍ତ ବରିଷ୍ଠ ସଦସ୍ୟ, ଏବଂ ସମସ୍ତ କର୍ପୋରେଟର ଗଣ ବିଜୁ ପରିବାର ଉପସ୍ଥିତ ରହି ରକ୍ତଦାନ କରୁଥିବା ଯୁବକ ମାନଙ୍କୁ ଉଚ୍ଚାହିତ କରିଥିଲେ।