Home ଆଞ୍ଚଳିକ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଲା ।

ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଲା ।

49

ଭଞ୍ଜନଗର , ୧୩/୧୦/୨୨ ( ଜିଲ୍ଲା ଖବର ) : ବହୁ ପ୍ରତିଖିତ ଓ ବାରମ୍ବାର ଅଭିଯୋଗ ପରେ ଜିଲ୍ଲାପ୍ରଶାସନ ନିଦ ଭାଙ୍ଗିଲା ଏବେ ପ୍ରତିମାସ ୧୨ତାରିଖରେ ଛୁଟି ପଡିଲେ ତାରପର ଦିନରେ ଭଞ୍ଜନଗର ଉପଖଣ୍ଡରେ ସ୍ଥାୟୀ ଭାବେ ମେଡିକାଲରେ ଜିଲ୍ଲା ମେଡିକାଲ ବୋର୍ଡ ଖୋଲିଲା ତଦ୍ୱାରା ଜଣେ ଭିନ୍ନକ୍ଷମ ଖଣ୍ଡେ ପ୍ରମାଣ ପତ୍ର ପାଇଁ ୧୦୦ କିଲୋମିଟର ବ୍ରହ୍ମପୁର ଯିବା ସହ ଆର୍ଥିକ, ମାନସିକ, ଶାରରୀରକ , ସାମାଜିକ ଓ ଗତାନୁଗତ ସମସ୍ୟା ହୋଊଥିଲା ଦିନେ ରୁ ତିନି ଦିନ ଯିବା ଆସିବା ପଡୁଥିଲା ।

ଏ ସବୁ ସମସ୍ୟାଦେଖି ଅଞ୍ଚଳର ସମାଜସେବୀ ତଥା ବାର୍ଡ ଅନୁଷ୍ଠାନ ସମ୍ପାଦକ ଓ ଓଡିଶା ବିକଳାଙ୍ଗ ମଞ୍ଚ ଆବାହକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ଗତ ସେପ୍ଟେମ୍ବର ୧୯ ତାରିଖରେ ଜିଲ୍ଲାପାଳ ପାଖରେ ଅଭିଯୋଗ ଆଣିଥିଲେ ଯେ ଏ ଅଞ୍ଚଳ ଭିନ୍ନକ୍ଷମ ଭାଇଭଊହଣୀ ପ୍ରମାଣ ପତ୍ର ପାଇଁ ବ୍ରହ୍ମପୁର କଣପାଇଁ ଯିବେ ଭାରତ ସରକାରଙ୍କ RPWD Act ୨୦୧୬ ନିୟମ କଣ ପାଇଁ କଡାକଡି ପାଳନ କରାଯାଉ ନIହିଁ ବୋଲି ଯୁକ୍ତି ରଖିଥିଲେ ।

ଜିଲ୍ଳା ପ୍ରାଶସନ ପାଖରେ ଏ ଅଭିଯୋଗ ଆସିଲେ ନଥିଲା ବୋଲି ଜିଲ୍ଳା ପାଳ କହିଥିଲେ ଓ ତୁରନ୍ତ ଆଦେଶ ଦେଇଥିଲେ ଯାହା ଆଜି ଠାରୁ ମେଡିକାଲ ବୋର୍ଡ ବସି ଅନଲାଇନ ଆବେଦନ କରିଥିବା ଭିନ୍ନକ୍ଷମଙ୍କୁ ଚିହ୍ନଟ କରି UDID ପ୍ରମାଣ ପତ୍ର ମିଳିବା ବ୍ୟବସ୍ତା କରାଯାଇଥିଲା ।

ଆକ୍ଟ ପ୍ରକାରେ ପ୍ରଦତ ୨୧ ପ୍ରକାର ଭିନ୍ନକ୍ଷମଙ୍କୁ ଭବିଷ୍ୟତରେ ପ୍ରମାଣ ପତ୍ର ମିଲିବା ପାଇଁ ଆନୁଷଙ୍ଗିକ ଭିତିଭୂମି ବ୍ୟବସ୍ତା କରିବା ପାଇଁ ମେଡିକାଲ ସୁପେରିଟେଣ୍ଡେଣ୍ଟ ଡାଃ ଶୀତାଂଶୁ ଶେଖର ଶତପଥୀ ପ୍ରତି ଶ୍ରୁତି ଦେଇଛନ୍ତି । ଏହି କ୍ୟାମ୍ପରେ audiologist ଆସିନଥିବାରୁ ମୁକବଧିର ଭିନ୍ନକ୍ଷମଙ୍କୁ ପ୍ରମାଣ ପତ୍ର ମିଳିପାରିନଥିଲା ।

ଯାହା ଆଗାମୀ ମାସରେ ତାହାର ସମାଧାନ ହୋଇଯିବ ସହ ରକ୍ତ ରୋଗୀ ଶିକ୍ଲିଲିସଇକିଆବ ମାନେବି ବାହାର କୁ ଯିବେ ନIହିଁ ସେ ପ୍ରକାଶ କରିବା ସହ ଆପଣଙ୍କ ମିଡିୟା channel ମାନେ ଏହି ପରି news coverage କରିବା ପାଇଁ ବୁଧିଜୀବି ମହଲରେ ମତ ପ୍ରକାଶ ପାଇଛି I