କାର ସହ ଟ୍ରକ୍ ମୁହାଁ ମୁହିଁ ଧକ୍କା ।

43

ମୋହନା , ୧୨/୧୦/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଢେପାଲଞ୍ଜୁ ନିକଟରେ ଘଟିଛି ଦୁର୍ଘଟଣା l ସୂଚନା ପ୍ରକାରେ କାରଟି ମୋହନା ପଟୁ ବିରିକୋଟ ଆଡ଼କୁ ୩୨୬ ଜାତୀୟ ରାଜପଥ ଦେଇ ଯିବା ସମୟରେ ଉକ୍ତ ସମୟରେ ପ୍ରବଳ ବର୍ଷା ହେଉଥିଲା l

ଢେପାଲାଞ୍ଜୁ ନିକଟରେ ଅପର ପାର୍ଶ୍ୱରୁ ଆସୁଥିବା ଟ୍ରକ ସହ ଧକା ହେବାଫଳରେ କାରଟି ର ସାମନା ପଟ କ୍ଷତି ହୋଇଥିବା ବେଳେ କାରରେ ଥିବା ଚାଳକ ଙ୍କୁ କିଛି କ୍ଷତି ହୋଇନଥିବା ଜଣା ପଡ଼ିଛି l

ତେବେ ଘଟଣା ସ୍ଥଳରେ ମୋହନା ପୋଲିସ ପଂହଁଚି ରାସ୍ତା ଅବରୋଧ ହଟାଇବା ସହ ତଦନ୍ତ ଜାରିରଖିଛି l

ଗଜପତି ଜିଲ୍ଲାରୁ ବର୍ଷା ରାନୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।