ବିଦ୍ୟାଳୟ ରୁ ଚାଉଳ ଚୋରି ।

49

କନ୍ଧମାଳ , ୧୨/୧୦/୨୨ ( ଜିଲ୍ଲା ଖବର ) : କନ୍ଧମାଳ ଜିଲ୍ଲା ଚକପାଦ ବ୍ଲକ ଅନ୍ତର୍ଗତ ପସରା ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ପଖାଳଖିଆ ଅଙ୍ଗନବାଡି କେନ୍ଦ୍ରରୁ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହେବାର ଅଭିଯୋଗ ଆସିଛି।

ବିଦ୍ୟାଳୟ ପରିଚାଳନା ସଭାପତି ଅଙ୍ଗନବାଡି ଦିଦି ଙ୍କ କହିବା ଅନୁସାରେ କେହି ବ୍ୟକ୍ତି କବାଟ ଭାଙ୍ଗି ଏସବୁ ଜିନିଷ ଚୋରି ଜାରି ନେଇଛି।

ତେଣୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଅଙ୍ଗନବାଡି ଦିଦି ସହ ଗ୍ରାମ ବାସୀ ମିଳିତ ଭାବେ ଚକପଦ ଥାନା ରେ ଏକ ଏତେଲା ଦାୟର କର ଯାଇଛି।

ଏହା ବ୍ୟତୀତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଛି ।