କଟକ ନୂଆପଡା ରେ ଖୁବ ଧୂମଧାମରେ ଗଣେଶ ମହୋତ୍ସବ ପାଳିତ ହୋଇଛି।

66

କଟକ , ୧୨/୯/୨୨ ( ଜିଲ୍ଲା ଖବର ) : କଟକ ନୂଆପଡା ପ୍ରେସ୍ର କୋଲନୀ ଆଜକୁ ୧୦ ଦିନ ହେବ ଚାଲୁ ଥିବା

ଗଣେଶ ମହୋତ୍ସବ ର ଅନ୍ତିମ ଦିବସ ରେ ବିଗ୍ନନାଶ ଙ୍କୁ ମେଲାଣି ଦିଆଯାଇଥିଲା ।

ଇତି ମଧ୍ୟ ରେ ସାହି ର ମୁରବିଙ୍କ ତତ୍ଵାବଧାନରେ ଖୁବ ଶାନ୍ତି
ଶୁଙ୍ଖଳା ରେ ବାବା ଙ୍କୁ ଦିଆଯାଇଥିଲା ମେଲାଣି ନୂଆପଡା ପୂଜାକମିଟି ର

ପ୍ରେସିଡେଣ୍ଟ ସେକ୍ରେଟାରୀ ସମସ୍ତ ଗଣେଶ ପୂଜା ଅନୁଷ୍ଠାନ ମାନଂକୁ ଧନ୍ୟବାଦ ଜଣାଇଥିଲେ ।

କଟକ ରୁ ରାଜେନ୍ଦ୍ର ଛୋଟରାୟ ଙ୍କ ରିପୋର୍ଟ ଜିଲ୍ଲା ଖବର ।