Home ଆଞ୍ଚଳିକ ବଡଖେମୁଣ୍ଡି ରାଜା ମାଣୀକେଶ୍ୱରୀ ଦେବଙ୍କ ଅମର ଆତ୍ମାର ସଦଗତି ଓ ଚିରଶlନ୍ତି ଶ୍ରଦ୍ଧାଞ୍ଜଳି

ବଡଖେମୁଣ୍ଡି ରାଜା ମାଣୀକେଶ୍ୱରୀ ଦେବଙ୍କ ଅମର ଆତ୍ମାର ସଦଗତି ଓ ଚିରଶlନ୍ତି ଶ୍ରଦ୍ଧାଞ୍ଜଳି

177

ବ୍ରହ୍ମପୁର,୦୫/୦୧/୨୦୨୦ ; ବଡଖେମୁଣ୍ଡି ରାଜା ମାଣୀକେଶ୍ୱରୀ ଦେବଙ୍କ ୮୮ ବର୍ଷ ବୟସରେ ଆଜି ତାଙ୍କ ବଡ଼ଖେମୁଣ୍ଡି ବଙ୍ଗଳା ସ୍ଥିତ ରାଜପ୍ରାସାଦରେ ପରଲୋକ । ତାଙ୍କୁ ୮୮ ବର୍ଷ ହୋଇଥିଲା । ଆସନ୍ତା କାଲି ସ୍ବର୍ଗତ ରାଜାଙ୍କୁ ଦିଗପହଣ୍ଡି ରାଜ ସ୍ମଶାନ ରେ ଅନ୍ତେଷ୍ଟି କରାଯିବ ।

ଶ୍ରଦ୍ଧାଞ୍ଜଳି

ଶ୍ରଦ୍ଧା ଆଦର ଆମମାନଙ୍କ ମନରେ ଚିରଦିନ ସୃତି ହୋଇ ରହିଛି l ତୁମର ଆଦର୍ଶ ଆମ ମାନକୁ ପ୍ରେରଣI ଯୋଗIଉଥିବ I ଆଜିର ଦିନରେ ବଡଖେମୁଣ୍ଡି ରାଜା ମାଣୀକେଶ୍ୱରୀ ଦେବଙ୍କ ଅମର ଆତ୍ମାର ସଦଗତି ଓ ଚିରଶlନ୍ତି ପାଇଁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ବିନମ୍ର ପ୍ରାର୍ଥନା,ଏହିl ହିଁ ଆମର କାମନା l
ଆପଣଙ୍କ ଶୋକାବିଭୂତ I