କଟକ ପାଟରାସାହି ରେ ମହାଆଡମ୍ବର ଖୁଦୁରୁକୁଣୀ ଅନୁଷ୍ଠିତ ହୋଇଯାଇଛି l

45

କଟକ , ୦୯/୦୯/୨୨ ( ଜିଲ୍ଲା ଖବର ) : ଦୀର୍ଘ ଦୁଇ ବର୍ଷ ପରେ କଲେଜଚ୍ଛକ ପାଟରା ସlହି ରେ ମହାଡମ୍ବ ଖୁଦୁରୁକୁଣୀ ମେଲଣ ଶାନ୍ତି ପୁର୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି ।

ଇତି ମଧ୍ୟ ରେ ପୂର୍ବତନ ବିଧାୟକ ଶ୍ରୀ ଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ୱଳ ଯୋଗ ଦେବାସହ ସାହି ମେଢ଼ ଙ୍କୁ ସମ୍ବରଧନା ଦଜଣାଇଥିଲେ l

ପଟରା ସାହି ଛକ ରୁ ଖୁଦୁରୁକୁଣୀ ଶୋଭା ଯାତ୍ରା ସାହି ପରିକ୍ରମା କରିଥିଲେ l

ଶାନ୍ତି ପୁର୍ଣ ଭାବେ ଭ ସାଣି ଅନୁଷ୍ଠିତ ହୋଇଥିଲା ସାହି ଅଧିକାରୀ ଶୁକଦେବ ପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ l

କଟକ ରୁ ରାଜେନ୍ଦ୍ର ଛୋଟରାୟ ଙ୍କ ରିପୋର୍ଟ