ତ୍ରି ଚଳଚିତ୍ର ଅନ୍ତଯ୍ୟାମି ପୋଷ୍ଟର ଉନ୍ମୋଚନ ।

116

ବ୍ରହ୍ମପୁର , ୦୮/୦୯/୨୨ ( ଜିଲ୍ଲା ଖବର ) : ବ୍ରହ୍ମପୁର ସ୍ଥାନୀୟ ଖଲ୍ଲିକୋଟ କଲେଜ ଟାଉନ ହଲ ଠାରେ ନୂଆ ଚଳଚିତ୍ର ଅନ୍ତଯ୍ୟାମିର ପୋଷ୍ଟର ଶୁଭାରମ୍ଭ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଏସ ପି ଅସୀମ ପଣ୍ଡା ଯୋଗ ଦେଇଥିବା ବେଳେ ସନମାନିତ ଅତିଥି ଜିଲ୍ଲାପାଳ ବିନୋଦ ବେହେରା ଓ ସାମ୍ବାଦିକ ସୂଦୀପ ସାହୁ ଯୋଗ ଦେଇଥିଲେ । ଏହି ଫ୍ଲିମର ମୁଖ୍ୟ ନାୟକ ବାବୁ ସାନ ପ୍ରଥମ ଥର ପାଇଁ ତିନୋଟି ଭାଷାରେ ଅଭିନୟ କରିଛନ୍ତି ।

ଓଡ଼ିଆ, ହିନ୍ଦୀ ଓ ତେଲୁଗୁ ଭାଷାରେ ଏହି ଫିଲିମ ନିର୍ମାଣ ହୋଇଛି । ଏହି ଉଛବରେ ବାବୁ ସାନ ଉପସ୍ଥିତ ରହି ଓଡ଼ିଆ ଫିଲ୍ମ କରୋନା ପର ଠାରୁ ମାନ୍ଦା ହୋଇ ଯାଇଛି । ତେଣୁ ଦର୍ଶକ ମାନେ ଚାହିଁଲେ ପୁଣି ଫୁଲ ଦମ ରେ ଓଡ଼ିଆ ଫିଲ୍ମ ଚାଲିବ ଏହି ଫିଲ୍ମର କାହାଣୀ ନିର୍ଦେଶନା ଦେଇଛନ୍ତି

ଶିବା ସତ୍ୟମ , ପ୍ରଯୋଜକ ଅମିତ ନିଶାଦ, ସଂଗୀତ ନିର୍ଦ୍ଦେଶକ ଜିଜେ କାର୍ତ୍ତିକେୟନ , ଏଡିଟିଂ ଅସ୍ମିତ କୁମାର ଚଳଚିତ୍ର ନିର୍ମାଣର ସମ୍ପୂର୍ଣ ଦାଇତ୍ୱ ନେଇଛନ୍ତି ।ସଂସ୍କାର ଏଣ୍ଡ ଏଣ୍ଟେରଟାଇମେଣ୍ଟ ଏହି ଚଳଚିତ୍ର ଦର୍ଶକ ମାନଙ୍କ ପାଇଁ ସବୁ ପ୍ରକାର ଆନନ୍ଦ ଦେବ ବୋଲି ନିର୍ଦେଶକ ଶିବାସତ୍ୟମ କହିଛନ୍ତି ।