
ରାୟଗଡ଼ା , ୦୬/୦୯/୨୨ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲାର ବିଷମକଟକ ବ୍ଲକ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ମାଗଣା ଚକ୍ଷୁ ଚିକିତ୍ସାଳୟର ଅନୁଷ୍ଠିତ।
ବିଷମକଟକ ର ୨୧ ପଞ୍ଚାୟତର ମଧ୍ଯରୁ ଚାଞ୍ଚଡାଗୁଡା ଓ ବିଷମକଟକ ପଞ୍ଚାୟତର ଥିବା ଦୂଷ୍ଟି ହୀନ ବ୍ଯକ୍ତିମାନଙ୍କୁ ନେଇ ଏହି ଶିବର ଟି ବିଷମକଟକ ଆଫସ୍ ଯୁବକ ସଂଘର ସହୋଯୋଗ ରେ ଆୟାଜିତ ହୋଇଥିଲା।


ଏହି ଶିବରରେ ବିନା ମୂଲ୍ଯ ରେ ସମସ୍ତ ଙ୍କୁ ଚକ୍ଷୁର ପରୀକ୍ଷା କରା ଯାଇଥିଲା। ଏଥିରେ ନିର୍ବାଣ ଟ୍ରଷ୍ଟ ମୁଖ୍ଯ ସ୍ଵାମି ନିର୍ବାଣ ନନ୍ଦ ଗିରି (ଆଫାସା)ଯୁବକ ସଂଘର ସଭାପତି ଏମ୍ ଦିଲ୍ଲୀପ କୁମାର ବିଷମକଟକ ରାଷ୍ଟ୍ରୟୀ ସୁରକ୍ଷା ସଂଘ ଶାଖାର ସୁବୋଧ ପ୍ରଧାନୀ,


ବରିଷ୍ଠ ଆଇନ ଜୀବି ଓ ସମାଜ ସେବୀ ଦିଲ୍ଲୀପ କୁମାର ପଟ୍ଟନାୟକ, ମୁଖ୍ୟ ଅତିଥି ବିଷମକଟକ ବ୍ଲକ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ,ସ୍ଥନୀୟ ସରପଞ୍ଚ ଶ୍ରୀମତି ନମିତା କୁଳୁସିକା, ନାଏବ ସରପଞ୍ଚ ଜି ପ୍ରଦୀପ କୁମାର, ଚାଚଂଡାଗୁଡା ସରପଞ୍ଚ ଶ୍ରୀମତି ଚଚଂଳା ଔଡାକା ପ୍ରମୁଖ ଉପସ୍ଥିତ ରହି ଦିପ ପଜ୍ଳଳନ କରି କାଯ୍ୟକ୍ରମ ଆରମ୍ଭ କରାଯାଇ ଥିଲା।


ଚକ୍ଷୁ ଶିବିର ୩୦୫ ଜଣ ଲୋକ ଚିକିତ୍ସା ପାଇଁ ପଞ୍ଜୀକରଣ କରିଥୀବା ବେଲେ ଏଥୁରୁ ୫୨ ଜଣକୁ ନିଶୁଳ୍କ ଚଷମା ବଣ୍ଟନ କରାଯାଇଥିଲା। ଏଥୁରୁ ୯୮ ଜଣକୁ ମାଗଣାରେ ହତ୍ସ ପ୍ରଚାର ପାଇଁ ଶଙ୍କର ନେତ୍ରାଳୟର ସମରଝୋଲା ହିଂଜଲି କାଟୁ ନିଜସ୍ବ ଗାଡି ଯୋଗୁ ସୁଚନା ମଲିଛି।



ଏହି ଚକ୍ଷୁ ଶିବିର ମୁଖ୍ଯ ଅତିଥି ଯୋଗେଶ୍ୱର ପ୍ରଧାନ, ଅତିସ ପଟ୍ଟନାୟକ,,ହର ପଟ୍ଟନାୟକ, ସେଖ ଗାଉସ ,ଶେଖ ଇସକା, ନିଖିଳ ପଟ୍ଟନାୟକ, ଶୁଭମ୍ ପାଢୀ, ମହମ୍ମଦ ଜାକିରି ସହଯୋଗ କରିଥିବା ବେଲେ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଶିବିର ଆୟଜନ ମ୍ଯାନେଜର କାନ୍ତ ରାଉତ, ଭଗବାନ ପଣ୍ଡା, ଦେବସ୍ନିତ ମହାପାତ୍ର, ସୁକେଶ ପାଣିଗ୍ରାହୀ,ସମସ୍ତ ଆଫସା କ୍ଲବର ମେମ୍ବର ଉପସ୍ଥିତ ରହିଥିଲେ।
ରାୟଗଡା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



